ବିଧାନସଭା ନିର୍ବାଚନ: ୩ ରାଜ୍ୟରେ ମ୍ୟାଜିକ୍ ନମ୍ବର ହାତେଇବା ଆଶାରେ କଂଗ୍ରେସ
ନୂଆଦିଲ୍ଲୀ: ମଙ୍ଗଳବାର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ କଂଗ୍ରେସ ଆଗୁଆ ଚାଲିଥିବାବେଳେ ନିର୍ବାଚନ ପରବର୍ତ୍ତୀ ସମସ୍ତ ଆକଳନ ଭୁଲ୍ ହୋଇଛି। ରାଜସ୍ଥାନରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୦୦ଥିବାବେଳେ…