Odia News Portal

ପୁଣି ଫେରିବ ‘ସୁଲତାନ୍’ ଯୋଡ଼ି

ପୁଣି ଏକାଠି ନଜର ଆସିବେ ସଲମାନ-ଅନୁଷ୍କାଙ୍କ ଯୋଡ଼ି ।ସଲମାନ- ଅନୁଷ୍କା ପୁଣି ଥରେ ବଡ଼ ପରଦାରେ ଏକା ସାଙ୍ଗରେ ନଜର ଆସିବାକୁ ଯାଉଛନ୍ତି। ଏବେ ଅନୁଷ୍ମା ନିଜର ଆଗାମୀ ଫିଲ୍ମ ଜିରୋର ପ୍ରମୋସନ ଏବଂ ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏହାପରେ ସେ ପ୍ରସିଦ୍ଧ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂସାଲିଙ୍କ…

ଶ୍ରୀକାନ୍ତଙ୍କ ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ

ଭୁବନେଶ୍ବର () ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଯେକୌଣସି ସମୟରେ ହୋଇପାରେ ଦଳୀୟ କାର୍ଯ୍ୟାନୁଷ୍ଠାନ । ଏହାର ସଙ୍କେତ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦେଇସାରିଲେଣି । ଦଳ ଓ ଦଳର ମୁଖ୍ୟଙ୍କ ବିରୋଧରେ ବାରମ୍ବାର ଗଣମାଧ୍ୟମରେ ମତ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ଶ୍ରୀକାନ୍ତଙ୍କ ବିରୋଧରେ…

ଭାଙ୍ଗିଗଲା ନେହା-ହିମାଂଶଙ୍କ ପ୍ରେମ ସମ୍ପର୍କ

ଲୋକପ୍ରିୟ ଗାୟିକା ନେହା କକ୍କର୍ ଓ ଅଭିନେତା ହିମାଂଶ୍ କୋହଲିଙ୍କ ବ୍ରେକଅପ୍ ।କେବଳ ପରଦାରେ ନୁହେଁ, ପରଦା ବାହାରେ ମଧ୍ୟ ଦୁହିଁଙ୍କର ପ୍ରେମକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ବାହାରକୁ ଦୁହେଁ କେବଳ ସାଙ୍ଗ ବୋଲି କହିଲେ ମଧ୍ୟ ଉଭୟଙ୍କ ପ୍ରେମକାହାଣୀ କାହାକୁ ଅଛପା ନାହିଁ। ଉଭୟଙ୍କ ମଧ୍ୟରେ…

ଆଉ ଲୁଚି ପାରିବେନି ମାଲ୍ୟା

ହଜାର ହଜାର କୋଟି ଟଙ୍କା ଠକି ଲଣ୍ଡନରେ ଆତ୍ମଗୋପନ କରିଥିବା ବିଜୟ ମାଲ୍ୟାକୁ ଫେରାଇ ଆଣିବା ଦିଗରେ ଭାରତ ସରକାର ସଫଳ ହୋଇଛନ୍ତି । ତାଙ୍କୁ ଭାରତ ଫେରାଇଦେବା ପାଇଁ ବି୍ରଟିଶକୋର୍ଟ ରାୟ ଦେଇଛି । ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟେ୍ରଟ ଏହି ରାୟ ଶୁଣାଇଛନ୍ତି । ଏହି ରାୟ ପରେ ବିଜୟ ମାଲ୍ୟା…

ଭୁବନେଶ୍ବର ହେବ ଖୋଲା ମଳମୂକ୍ତ ସହର

ଭୁବନେଶ୍ବର () ଏଣିକି ରାଜଧାନୀ ଭୁବନେଶ୍ବରରେ ଖୋଲାରେ ମଳତ୍ୟାଗ କଲେ ଦେବାକୁ ପଡିବ ଜୋରିମାନା । ଏନେଇ କଟକଣା ଲାଗୁ ହେବା ସହ ବାହାରେ ମଳତ୍ୟାଗ କଲେ 50 ଟଙ୍କା ଜୋରିମାନା ଦେବାକୁ ପଡିବ । ଭବନେଶ୍ବରର ସ୍ବଚ୍ଛତା ଓ ସୁସ୍ଥ ପରିବେଶ ସହ ଉନ୍ନତ ମାନର ଚଳନି ଓ ଚରିତ୍ରକୁ ବିଶ୍ବ ଦରବାରରେ ପରିଚିତ…

ଇସ୍ତଫା ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । କିନ୍ତୁ ପ୍ରକୃତରେ ଗତ କିଛିଦିନ ହେଲା ତାଙ୍କର କେନ୍ଦ୍ର ସରକାରଙ୍କ ସହିତ ଭଲ ସମ୍ପର୍କ ନଥିଲା ଓ କେନ୍ଦ୍ର ସରକାରଙ୍କର କିଛି ଆର୍ଥିକ ନୀତିକୁ ନେଇ ସେ…

ମନ୍ତ୍ରୀ ପଦ ଛାଡ଼ିଲେ କୁଶୱାହା କାହିଁକି ଜାଣନ୍ତୁ …

ଦୀର୍ଘ କିଛି ମାସ ହେଲା ଉପେନ୍ଦ୍ର କୁଶୱାହା ଏବଂ ବିଜେପି ମଧ୍ୟରେ ତୁତୁ ମେଁମେଁ ଚାଲିଥିଲା। ଶୀତ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିହାର ସହଯୋଗୀ ଉପେନ୍ଦ୍ର କୁଶୱାହା ଆଜି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ କେନ୍ଦ୍ରରେ କ୍ଷମତାସୀନ…

ସ୍ତ୍ରୀକୁ ହାଣିଲା ସ୍ୱାମୀ

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ମୃତକ ହେଲେ ଖିର ରଣଷଣ୍ଢ। ଗଜପତି ଜିଲ୍ଲା ମୋହନା ଥାନା କିଡ଼ାସିଙ୍ଗି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାରୀ ସ୍ୱାମୀ କୋରା ରଣଷଣ୍ଢକୁ ପୋଲିସ ଗିରଫ କରିଛି। ଖିର ଶୋଇଥିବାବେଳେ ବିଳମ୍ବିତ ରାତିରେ କୋରା ତାକୁ ହତ୍ୟା କରିଛି। ତେବେ…

ଓକିଲ ଆନେ୍ଦାଳନ ଅବଧି ବୃଦ୍ଧି

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିÂା ଦାବିରେ ବଲାଙ୍ଗିରରେ ଚାଲୁଥିବା ଓକିଲ ଆନେ୍ଦାଳନ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଆନେ୍ଦାଳନ ଆଜି ଶେଷ ହେବାରେ ଥିଲା କିନ୍ତୁ ସରକାରଙ୍କ ପକ୍ଷରୁ ଏସମ୍ପର୍କରେ କୌଣସି ତପôରତା ପ୍ରକାଶ ନପାଇବାରୁ ଆନେ୍ଦାଳନର ଅବଧି ଆଉ ୫ ଦିନ…

ସୂର୍ଯ୍ୟମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ

କୋଣାର୍କ ମନ୍ଦିର ପ୍ରତି କୋଣସି ବିପଦ ନାହିଁ । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି । ଆଜି ଏଠାରେ କୋଣାର୍କ ମନ୍ଦିରର ସୁରକ୍ଷା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଥିଲା ଏଥିରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା…