Odia News Portal

ପଥ ଉତ୍ସବରେ ଖଦି : ଦର୍ଶକକୁ ଆକର୍ଷିତ କଲା ମୋ ସାଇକେଲ

ଭୁବନେଶ୍ବର () ଭୁବନେଶ୍ବର ସିଟି ଫେଷ୍ଟିଭାଲ ଅବସରରେ ଆୟୋଜିତ ଦ୍ବିତୀୟ ପଥଉତ୍ସବ ପାଇଁ ଆଜି ସକାଳୁ 20ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ମନ୍ଦିରମାଳିନୀ ସହରରେ ଲୋକପ୍ରିୟ ରାସ୍ତାର ଉତ୍ସବପଥ ଉତ୍ସବରେ ଲୋକେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏହାର ପରିକଳ୍ପନାର କେନ୍ଦ୍ର…

ନବୀନଙ୍କ ମହିଳା ସଂରକ୍ଷଣ ମନ୍ତ୍ରରେ ରାହୁଲ ବିମୋହିତ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଟରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ । ନବୀନଙ୍କ ପରେ ସେ ମଧ୍ୟ ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ ଏକ ତୃତୀୟାଂଶ ସଂରକ୍ଷଣ ପାଇଁ ଦାବି ଉଠାଇଛନ୍ତି । କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ରାହୁଲ ସେମାନଙ୍କୁ…

୫-୧ ବିଜୟ ସହ ନେଦରଲାଣ୍ଡସ୍‌ କ୍ୱାର୍ଟରଫାଇନାଲ୍‌ରେ

ଭୁବନେଶ୍ୱର: ପୁଲ୍‌ ‘ଡି’ରେ ସର୍ବାଧିକ ୯ ପଏଣ୍ଟ ହାସଲ କରି ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କଲା ନେଦରଲାଣ୍ଡସ ଦଳ । ଆଜିର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡସ ପୂର୍ବତନ ଚାମ୍ପିଅନ୍‌ ପାକସ୍ତାନକୁ ସହଜରେ ୫-୧ ଗୋଲ୍‌ରେ ପରାସ୍ତ କରିଛି ପାକିସ୍ତାନ ଏହି ମ୍ୟାଚ୍‌…

ବିଜେଡିରେ ଯୋଗଦେଲେ ଶତାଧିକ କଂଗ୍ରେସ କର୍ମୀ

ପିପିଲି: କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ ଅଭୟମୁଖି ପଂଚାୟତର ସରପଞ୍ଚଙ୍କ ସମେତ ଶତାଧିକ ସମର୍ଥକ । ଡେଲାଙ୍ଗ ବ୍ଲକ ଅଭୟମୁଖି ପଂଚାୟତରୁ କଂଗ୍ରେସ ଦଳଛାଡି ବିଦ୍ଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଛନ୍ତି ବହୁ କଂଗ୍ରେସ କର୍ମି। ଏହି ପରିପ୍ରେକ୍ଷୀରେ ଅଭୟମୁଖି ପଂଚାୟତର ଇନ୍ଦିପୁର ମେଳଣ…

କେନ୍ଦ୍ରମନ୍ତ୍ରୀଙ୍କୁ ଶକ୍ତ ଚାପୁଡା ମାରିଲେ ଯୁବକ l ପରେ ଯୁବକଙ୍କୁ ଧରି ନିସ୍ତୁକ ଛେଚିଲେ ମନ୍ତ୍ରୀଙ୍କ ସମର୍ଥକ

କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ଆଧିକାରିତା ରାଜ୍ୟମନ୍ତ୍ରୀ ରାମଦାସ ଆଠବଲେ ଅମ୍ବରନାଥ େଓ୍ଵଷ୍ଟସ୍ଥିତ ନେତାଜୀ ଚୌକରେ ପାର୍ଟିରେ ଏକ ରାଲିରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ଓହ୍ଲାଇଥିଲେ। ସେହି ସମୟରେ ଯୁବକ ଜଣକ ଅଠବଲେଙ୍କୁ ଚାପୁଡା ମାରିଥିଲା। ପୁଲିସ ଇନସ୍ପେକ୍ଟର…

ଦୁଇ ଫାଳ ହେଲା ରାଜନଗର ଅଙ୍ଗନୱାଡି ସଂଘ

ରାଜନଗର: ରାଜନଗର ବ୍ଲକରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ସଂଘ ଦିଫାଳ ହୋଇଯାଇଛି । ବ୍ଲକ ଅଲଓଡିଶା ଅଙ୍ଗନୱାଡି ଲେଡିଜ ୱାକର୍ସ ଆସୋସିଏସନରେ କର୍ମୀ ଓ ସହାୟିକାମାନଙ୍କଠାରୁ ଆଦାୟ ହୋଇଥିବା ଅର୍ଥ ତୋଷରପାତ ଘଟଣା ପଦାକୁ ଆସିବାରୁ ସଂଘ ମଧ୍ୟରେ ବିଭାଜନ ସୃଷ୍ଟି ହୋଇଛି । ରାଜ୍ୟ ବିଜୁ…

ସ୍ୱାମୀ – ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀ ସ୍ଥିତ ଏକ ଘରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସୁଜିତ୍ ହେମ୍ବ୍ରମ୍‌ ଓ ତାଙ୍କ ସ୍ତ୍ରୀ । ପୋଲିସ ଘଟଣା ସ୍ଥଳରେ ଶବ ଜବତ କରିବା ସହିତ ତଦନ୍ତ ଚଳାଇଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ବ୍ରହ୍ମପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ 

ଅଯୋଧ୍ୟା ଶ୍ରୀରାମ ଜନ୍ମ ଭୂମି ଠାରେ ଭବ୍ୟ  ମନ୍ଦିର ନିର୍ମାଣ ପାଇଁ ବ୍ରହ୍ମପୁର ଉପକଣ୍ଠ ଖଜୁରୀଆ ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିର ନିକଟରେ ଏକ ବିଶାଳ ହିନ୍ଦୁ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି  । ଏହି ସମ୍ମିଳନୀରେ ତିନୋଟି ଜିଲ୍ଲା ଗଞ୍ଜାମ, କନ୍ଧମାଳ ଓ ଗଜପତିରୁ ପ୍ରାୟ   ୨୦ ହଜାରରୁ ଉର୍ଦ୍ଦ୍ୱ…

ମାଲେସିଆକୁ ୫-୩ ଗୋଲ୍‌ରେ ହରାଇଲା ଜର୍ମାନୀ

ଭୁବନେଶ୍ୱର: ମାଲେସିଆକୁ ୫-୩ ଗୋଲ୍‌ରେ ହରାଇ ପୁଲ୍‌ ‘ଡି’ରୁ ଜର୍ମାନୀ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛି । ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । ବିଜୟୀ ଦଳ ପକ୍ଷରୁ ଟିମ୍‌ ହେର୍ଜବ୍ରକ୍‌ ଏବଂ କ୍ରିଷ୍ଟୋଫର ରୁର ୨ଟି ଲେଖାଏଁ, ମାର୍କୋ ମିଲକାଉ ଗୋଟିଏ ଗୋଲ୍‌ ସ୍କୋର…

କଂଗ୍ରେସର ୫, ବିଜେପିର ୩ ବିଧାୟକଙ୍କ ଉପରେ ବିଜେଡିର ଆଖି

ଭୁବନେଶ୍ୱର: ନିର୍ବାଚନ ସମୟ ଯେତେ ନିକଟତର ହେବାରେ ଲାଗିଛି ରାଜନୀତିକ ହଟଚମଟ ସେତିକି ବଢ଼ିବାରେ ଲାଗିଛି । କୁହାଯାଉଛି ବିଜେଡି ପକ୍ଷରୁ ହକି ମହାସମାରୋହ ସରିଲା ପରେ ଏକ ମହାମିଶ୍ରର ପର୍ବ କରାଯିବ । ବିଜେପିର ଏହି ମହାମିଶ୍ରକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବହୁ ଚର୍ଚ୍ଚା ଚାଲିଛି । ପ୍ରକୃତରେ…