Odia News Portal

ଅରୁଣା ମହାନ୍ତିଙ୍କ ସମ୍ମୋହନକାରୀ ନୃତ୍ୟ କଲା ବିମୋହିତ

ଭୁବନେଶ୍ବର ():  ଭୁବନେଶ୍ବର ସିଟି ଫେଷ୍ଟିଭାଲ ଡଟ୍ ଫେଷ୍ଟରେ ପ୍ରତିଦିନ ପରିଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ପରିଦର୍ଶକ ନୂଆ ନୂଆ ଅଭିଜ୍ଞତା ଉପଲବ୍ଧି କରୁଛନ୍ତି । ଏହାର ୫ମ ଦିନର ସନ୍ଧ୍ୟାରେ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କର…

ଗୋଟିଏ ତକିଆକୁ ଅଧିକ ଦିନ ବ୍ୟବହାର କରୁଛନ୍ତି କି ? ରୋଗ…

ଲମ୍ବା ସମୟ ଯାଏ ଗୋଟିଏ ତକିଆକୁ ବ୍ୟବହାର କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆଜ୍ଞା ହଁ ଯଦି ଆପଣଙ୍କୁ ଏହି କଥାରେ ବିଶ୍ବାସ ହେଉ ନାହିଁ ତେବେ ତଳେ ଲେଖା ହୋଇଥିବା ୫ଟି କାରଣକୁ ଭଲଭାବେ ପଢନ୍ତୁ । • ଆପଣ ଯେଉଁ ତକିଆକୁ ସବୁ ଦିନ ବ୍ୟବହାର କରୁଛନ୍ତି ସେଥିରେ ବ୍ୟାକ୍ଟେରିଆ…

ଦ୍ୱିତୀୟ ଟେଷ୍ଟରୁ ବି ବାଦ ପଡିବେ ପୃଥ୍ୱୀ ଶ

ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବି ବାଦ ପଡିବେ ପୃଥ୍ୱୀ ଶ’ । ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଖରାପ ଖବର। ହେଲେ ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ଶ’ ଗୋଟିଏ କ୍ୟାଚ୍ ଧରିବାକୁ ଯାଇ ତଳେ ପଡ଼ି…

ରୂଣ ସୁଝିବେ ମାଲ୍ୟା କିନ୍ତୁ ସୁଧ ନୁହେଁ ଅଧିକ ଜାଣନ୍ତୁ…

ବ୍ୟାଙ୍କରୁ ଟଙ୍କା ନେଇ ଭାରତରୁ ଚୁଲି ପଳାଇଥିବା ମଦ ସମା୍ରଟ ବିଜୟ ମାଲ୍ୟା ଟ୍ୱିଟ ଯୋଗେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ବ୍ୟାଙ୍କର ରୂଣ ଫେରସ୍ତ କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ହେଲେ ସେ ରୂଣର ସୁଧ ଦେଇପାରିବେ ନାହିଁ ସ୍ପଷ୍ଟ କରିଛନ୍ତି । ବିଜୟ ମାଲ୍ୟା ନିଜେ ବୁଧବାର ଦିନ…

ମହିଳାଙ୍କୁ ରାଜନୈତିକ କ୍ଷମତା : କିଏ କେଉଁ ଦଳର ନେତାଙ୍କୁ ଭେଟିବେ ଜାଣନ୍ତୁ …

ଭୁବନେଶ୍ବର () ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲକୁ ସଂସଦରେ ଆଗତ କରି ଅନୁମୋଦନ କରିବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଆଜି ମୁଖ୍ୟମନ୍ତ୍ରୀ ଏଦିଗରେ ଆଉ ପାଦେ ଆଗେଇଛନ୍ତି । ମହିଳାଙ୍କୁ ରାଜନୀତିରେ କ୍ଷମତାଶାଳୀ କରିବା ପାଇଁ ନବୀନ ପଟ୍ଟନାୟକ ଯେଉଁ…

ଆଲୋକ ନାଥ ନିଖୋଜ

ସଂସ୍କାରି ବାପା ଆଲୋକ ନାଥ ନିଖୋଜ ଥିବା ଖବର ଏବେ ସାମ୍ନାକୁ ଆସିଛି । ଲେଖିକା-ପ୍ରଯୋଜିକା ଭିନ୍ତା ନନ୍ଦା ଅକ୍ଟୋବର ୧୭ରେ ମୁମ୍ବାଇର ଓଶିଓ୍ଵାରା ପୁଲିସ ଷ୍ଟେସନରେ ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଏଫ୍ଆଇଆର୍ ଦାୟର କରିବା ପରେ ମାମଲା ରୁଜୁ ହୋଇଥିଲା। ଏହି ଏଫ୍ଆଇଆର୍ରେ…

ନବଦମ୍ପତିଙ୍କୁ ଆର୍ଶୀବାଦ ଦେଲେ ମୋଦି

ଚର୍ଚ୍ଚାରେ ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ଉତ୍ସବ । ରାଜସ୍ଥାନ ଯୋଧପୁର ଉମେଦ ଭବନ ଠାରେ ବିବାହ ଉତ୍ସବ ସମ୍ପନ୍ନ ପରେ ଗତ କାଲି ପ୍ରଥମ ବିବାହ ଭୋଜି ଦେଇଥିଲେ ପ୍ରିୟଙ୍କା-ନିକ୍ । ପ୍ରିୟଙ୍କା ନିକଙ୍କ ରିସେପସନ ପାର୍ଟିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଲଣ୍ଡା ହୋଇ ପ୍ରତିବାଦ

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିÂାଦାବି ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ଗତ ୩ଦିନ ହେଲା ବଲାଙ୍ଗୀରରେ ଏ ନେଇ ବନ୍ଦ ପାଳନ ଯୋଗୁଁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଆନେ୍ଦାଳନ ଆଜି ଏକ ନୂଆ ରୂପ ନେଇଛି । ଏହି ଦାବି ପୂରଣ କ୍ଷେତ୍ରରେ ସରକାରଙ୍କ ଅବହେଳାର ପ୍ରତିବାଦ…

ଟ୍ରେନରେ ଲାଗିବ ସିସିଟିଭି

ଟେନଯାତ୍ରୀଙ୍କୁ ଏଥର ଜଗିବ ସିସିଟିଭି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷପ ନିଆଯାଇଛି । ଟ୍ରେନରେ ଯାତ୍ରା ସମୟରେ କିଭଳି ଯାତ୍ରୀଙ୍କର କୌଣସି ଅସୁବିଧା ନହୁଏ ସେନେଇ ଡିିଜିପିଙ୍କ କ୍ୟାମ୍ପରେ ଆଜି ଏକ ବୈଠକ ବସିଛି । ବୈଠକରେ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ ନକ୍ସଲ ଆକ୍ରମଣ ଉପରେ…

ଜାମିନ ମିଳିଲା, ମୁକ୍ତ ହେବେ ଅଭିଜିତ

ହାଇକୋର୍ଟରୁ ଅଭିଜିତଙ୍କୁ ମିଳିଲା ଜାମିନ । ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଆଜି ଜାମିନ୍ ମିଳିଛି । ହାଇକୋର୍ଟ ଅଭିଜିତଙ୍କୁ ଜାମିନ ଦେଇଛନ୍ତି । ସହିଦନଗର ଏବଂ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି । ଜାମିନ…