କୋର୍ଟ କହିଲେ ମାଲ୍ୟାଙ୍କ ପାଇଁ ତିହାର ଜେଲ ଉପଯୁକ୍ତ
ବ୍ରିଟେନ ଅଦାଲତଙ୍କ ନିଷ୍ପତ୍ତି ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ଦୃଷ୍ଟିରୁ ବହୁତ ମହତ୍ଵପୂର୍ଣ୍ଣ ଅଟେ। ୟୁକେ ଅଦାଲତ କହିଛି ଯେ ତିହାର ଜେଲ ବହୁତ ସୁରକ୍ଷିତ ପରିସର। ଏଠାରେ ଭାରତୀୟ ପଳାତକଙ୍କୁ ପ୍ରତ୍ୟର୍ପଣ କରାଯାଇ ପାରିବ ବୋଲି ବ୍ରିଟେନର ଅଦାଲତ କହିଛନ୍ତି। କ୍ରିକେଟ୍ ଫିକ୍ସିଂର…