ଘରୁ ଉଠାଇନେଇ ଦୁଷ୍କର୍ମ
ତିନି ଜଣ ଯୁବକ ରାତିରେ ଚୋରି କରିବା ଉଦ୍ଦେଶ୍ୟରେ ଜଣଙ୍କ ଘରେ ପଶିଥିଲେ। ହେଲେ ଘରେ ପଶିବା ପରେ ସେମାନଙ୍କ ମନକୁ ପାପ ଛୁଇଁ ଥିଲା। ଚୋରି କରିଥିଲେ, ତା’ସହିତ ଘରେ ଶୋଇଥିବା ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ଏମିତି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ।
ଜିଲ୍ଲାର ପୋଲସରା ବ୍ଲକ୍…