ଭୁବନେଶ୍ୱରରେ ରିଂ ରୋଡ୍, ପାରାଦୀପରେ ଏୟାରପୋର୍ଟ; ଓଡ଼ିଶା ପାଇଁ ଗଡ଼କରୀଙ୍କ ବ୍ୟାପକ ଘୋଷଣା
ଓଡ଼ିଶା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା । ପୁରୀ କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କରିଛନ୍ତି ଗଡ଼କରୀ । ଭୁବନେଶ୍ୱରରେ ହେବ ୧୧୧ କିଲୋମିଟରର ରିଂ ରୋଡ୍ । ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ । ଏଥିଲାଗି ଖର୍ଚ୍ଚ ହେବ ୬ ହଜାର ୫୦୦ କୋଟି ଟଙ୍କା । ରିଂ!-->…
