ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ, ମୁତୟନ ହେବେ ୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ
କଡ଼ା ସୁରକ୍ଷା ବଳୟ ଭିତରେ ରାଜ୍ୟ ବିଧାନସଭା । ଆସନ୍ତାକାଲିଠାରୁ ଆରମ୍ଭ ହେବ ଶପଥ ଗ୍ରହଣ ଉତ୍ସବ । ସମସ୍ତ ନବ ନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ । ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭାର!-->…
