ସୋମବାର ଶ୍ରୀକ୍ଷେତ୍ରରେ ମୋଦିଙ୍କ ରୋଡ୍ ଶୋ’, ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ
ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀକ୍ଷେତ୍ରରେ ବିଶାଳ ରୋଡ୍ ଶୋ’ କରିବେ। ରୋଡ୍ ଶୋ’ ପୂର୍ବରୁ ସେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ତା’ପରେ ଘଣ୍ଟାଏ ଧରି ରୋଡ୍ ଶୋ’ କରିବେ। ଲୋକସଭା ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ। ସେଥିପାଇଁ!-->…
