Odia News Portal

ଆଜି ଓଡ଼ିଶା ଆସିବେ ଅମିତ ଶାହ ଓ ଜେପି ନଡ୍ଡା

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ୩ ପର୍ଯ୍ୟାୟ ମତଦାନ ବାକି ଅଛି। ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବ ବୋଲି ବିଜେପିର ପ୍ରମୁଖ ନେତା ଗ୍ୟାରେଣ୍ଟି ଦେଉଥିବା ବେଳେ ତୁହାକୁ ତୁହା ନିର୍ବାଚନୀ ପ୍ରଚାରରେ ଆସୁଛନ୍ତି ଦଳର ପ୍ରମୁଖ ନେତା। ଆଜି ନିର୍ବାଚନ

୧୨ ବର୍ଷ ପରେ ହଲିଉଡରେ ପାଦ ଦେବେ ତବୁ

ବଲିଉଡ ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ ମଧ୍ୟରୁ ଅନ୍ୟତମ ତବୁ । ସେ ତାଙ୍କ ଦମଦାର ଅଭିନୟରେ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି । ତେବେ ନିକଟରେ କରୀନା କପୁର ଓ କୃତିଙ୍କ ସହିତ ତବୁଙ୍କ ଫିଲ୍ମ କ୍ରୁ ବେଶ ହିଟ ହୋଇଥିଲା । ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି ।

ବଡ଼ମ୍ୱା-ନରସିଂହପୁରର ବିକାଶ ହେବ, ପାଣି ସମସ୍ୟା ଦୂର ହେବ : ଭି.କେ ପାଣ୍ଡିଆନ

ବଡ଼ମ୍ୱାରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପ୍ରଚାର। ବିଜେଡି ପାଇଁ ପ୍ରଚାର କରି ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍। ଏହି ସମୟରେ ବିରୋଧୀ ଦଳକୁ ଟାର୍ଗେଟ୍ କଲେ ପାଣ୍ଡିଆନ୍. ସେ କହିଛନ୍ତି ଯେ, ଯିଏ ଆପଣଙ୍କ ସାଙ୍ଗରେ ଦିନରାତି ଛିଡ଼ା ହେବେ, ସୁଖଦୁଃଖରେ ରହିବେ

୨୭ରେ ଜଗତସିଂହପୁରରେ ପ୍ରଚାର କରିବେ ସୁପ୍ରିମୋ, ୨୩ରେ ନାଉଗାଁରେ ରୋଡ୍‌ ସୋ’ କରିବେ କାର୍ତ୍ତିକ ପାଣ୍ଡିଆନ୍‌

ବିଜେଡି ପ୍ରାର୍ଥୀଙ୍କ ପାଇଁ ଜଗତସିଂହପୁରକୁ ପ୍ରଚାରରେ ଆସୁଛନ୍ତି ଦଳପତି ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ । ଜିଲ୍ଲା ବିଜେଡିର ବରିଷ୍ଠ ଉପସଭାପତି ଦୀପ୍ତି ଦାସଙ୍କ ସୂଚନା ମୁତାବକ, ଆସନ୍ତା ୨୩ ତାରିଖରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ଙ୍କ ନାଉଗାଁ ଗସ୍ତ

କାଲି କଟକରେ ରୋଡ୍‌ ଶୋ’ କରିବେ ଅମିତ ଶାହ

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଦିନ ୧୨ଟା ୩୦ ମିନିଟରେ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡ଼ା ଯିବେ। ସେଠାରେ ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହ। ପରେ ଅପରାହ୍ନ

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ

ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ ଗିରଫ କରିଛି ପୁଲିସ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୁଲିସ ତାଙ୍କୁ ଜେଲକୁ ପଠାଇଦେଇଛି। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ

ଅନିମେଶଙ୍କୁ ସ୍ବର୍ଣ୍ଣ: ରୌପ୍ୟ ପାଇଲେ ଶ୍ରାବଣୀ, ପ୍ରଜ୍ଞା, ସ୍ବାଧୀନ

କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ‌୨୭ତମ ଜାତୀୟ ବରିଷ୍ଠ ଫେଡେରେସନ୍‌ ଦୌଡ଼କୁଦରେ ସୋମବାର ଓଡ଼ିଆ ଖେଳାଳି ଚମକ ଦେଖାଇଛନ୍ତି। ଅନିମେଶ କୁଜୁରୁ ପୁରୁଷ ୨୦୦ ମିଟର ଦୌଡ଼‌ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ମହିଳାରେ ରୌପ୍ୟ ପାଇଛନ୍ତି ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ। ସେହିଭଳି ୧୦୦ ମିଟର ବାଧା

୭୪ ପ୍ରତିଶତ ମତଦାନ ସହ ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ 

୨୪ ସିଂହାସନ ପାଇଁ ଓଡ଼ିଶାରେ ପଡିଛି ପ୍ରଥମ ପର୍ଯ୍ୟାୟ ଭୋଟ । ଇଭିଏମରେ ସିଲ୍ ହୋଇଛି ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ । ଛୋଟ ମୋଟ ଗଣ୍ଡଗୋଳକୁ ଛାଡିଲେ ଶାନ୍ତିପୂର୍ଣ୍ଣ ଭାବେ ୪ ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ୨୮ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ରିପୋର୍ଟ

ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ’

୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର କାଶୀ ଲୋକସଭା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବାର ଗୋଟିଏ ଦିନ ପୂର୍ବରୁ ସୋମବାର ସନ୍ଧ୍ୟାରେ ବାରଣାସୀରେ ୬ କିଲୋମିଟର ଲମ୍ବା ରୋଡ୍‌ ସୋ କରିଛନ୍ତି। ଏହି ପ୍ରସ୍ତାବିତ ରୋଡ୍‌ ସୋ’ରେ ୫ ହଜାରରୁ ଅଧିକ

ପ୍ରକାଶ ପାଇଲା ସିବିଏସସି ଦ୍ୱାଦଶ ରେଜଲ୍ଟ,

ପ୍ରକାଶ ପାଇଲା ସିବିଏସସି  ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ବୃଦ୍ଧି ପାଇଛି । ୮୭. ୯୮ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଥିବା ବେଳେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି । ଏଥର ମଧ୍ୟ ଛାତ୍ରଙ୍କ