ବିଶେଶ୍ବର ଟୁଡୁଙ୍କୁ ଟିକଟ ଦେଇନି ଦଳ
ବିଜେପି ଆଜି ରାଜ୍ୟରେ ଆଉ ୨୧ ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଉରକେଲାରୁ ଦଳ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଟିକେଟ ଦେଇଛି । ଜଗତସିଂହପୁରରୁ ଅମରେନ୍ଦ୍ର ଦାସ, ରଣପୁରରୁ ସୁରମା ପାଢୀ ପ୍ରମୁଖଙ୍କୁ ଟିକେଟ ମିଳିଛି । ପୂର୍ବରୁ ଦଳ ପ୍ରଥମ ପର୍ୟ୍ୟାୟରେ ୧୧୨ ଆସନରେ!-->…
