Odia News Portal

ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନିଜ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଖୋଦ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସୋନପୁରରୁ ଦଳ ନିରଞ୍ଜନ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ପାଟଣାଗଡ଼ରୁ ସରୋଜ ମେହର,ବଲାଙ୍ଗୀରରୁ କଳିକେଶ

 ବିଜେଡିରେ ସାମିଲ ହୋଇଛନ୍ତି ମନ୍ମଥ ରାଉତରାୟ

ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଆଜି ଭୁବନେଶ୍ୱରରେ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପାଇଲଟ ମନ୍ମଥ ରାଉତରାୟ। ସେ ପାଇଲଟ ଚାକିରି

ଆଜି ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ

ଦେଶରେ ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ। ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ରରେ ଗତ ୨୦ ତାରିଖରୁ ନୋମିନେସେନ ଆରମ୍ଭ ହୋଇଥିବାବେଳେ ଆଜି ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ ରହିଛି। କାଲି ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ

ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା

ଲୋକକଳାର ଭୂମି ଗଞ୍ଜାମ ଜିଲ୍ଲା ଯେଉଁଠି କୋଣ ଅନୁକୋଣରେ ବିବିଧ ଲୋକନୃତ୍ୟ ଓ ସଙ୍ଗୀତର ସମାହାର ଦେଖିବାକୁ ମିଳେ। ଏଠିକାର ଲୋକ ସଂସ୍କୃତିର ପରମ୍ପରା ବେଶ୍ ପ୍ରାଚୀନ, ବିବିଧତା ସମ୍ପନ୍ନ, ଐତିହ୍ୟପୂର୍ଣ୍ଣ। ସେଥିରୁ ଅନ୍ୟତମ ଲୋକପ୍ରିୟ ଲୋକକଳା ହେଉଛି ଦଣ୍ଡ ଯାତ୍ରା। ଏହାର ଅବଧି ୨୧ ଦିନିଆ,

ଉଜ୍ଜୟିନୀ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ, ୧୩ ପୂଜାରୀ ଆହତ

ପ୍ରସିଦ୍ଧ ଉଜ୍ଜୟିନୀ ମହାକାଳ ମନ୍ଦିରରେ ନିଆଁ ଲାଗି ୧୩ ପୂଜାରୀ ଆହତ ହୋଇଛନ୍ତି। ସୋମବାର ମନ୍ଦିରର ଗର୍ଭଗୃହରେ ଭସ୍ମ ଆଳତି ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଉଜ୍ଜୟିନୀ ଜିଲ୍ଲା ମାଜିଷ୍ଟ୍ରେଟ ନୀରଜ କୁମାର ସିଂହଙ୍କ ସୂଚନା ଅନୁସାରେ ଭସ୍ମ ଆଳତି ସମୟରେ ମହାକାଳ ମନ୍ଦିରର

ବାଲେଶ୍ଵର ଆସନ ପାଇଁ ବିଜେପି ଟିକେଟ ନମିଳିବାରୁ ଖାରବେଳ କ୍ଷୁବ୍ଧ, ସ୍ୱାଧୀନ ଭାବେ ଲଢିବା ପାଇଁ ଘୋଷଣା

ଲୋକସଭା ନିର୍ବାଚନ ପାଇଁ ବିଜେପି ଟିକେଟ ମିଳିନଥିବାରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ବାଲେଶ୍ବରରେ ଆଜି  ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ଏଥର ଲୋକସଭା ଆସନରୁ

କାନ୍ଥ ନେଇଗଲା ପୁଅର ଜୀବନ, ବାପା-ମାଆ ଗୁରୁତର

ଜଳେଶ୍ୱର ପଶ୍ଚିମବାଡ଼ ଅଞ୍ଚଳରେ ଅଭାବନୀୟ ଘଟଣା । କାନ୍ଥ ପଡି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି । ଶେଖ ସମିରୁଦ୍ଦିନ ଓ ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୁଅ ଶେଖ ଆରିଫ ଘର ପାଖ ରାସ୍ତା କଡରେ ବସିଥିଲେ । ଏହି ସମୟରେ ପଡୋଶୀ ଘରର ମାଟି କାନ୍ଥ ହଠାତ

ବିନା କାଗଜ ଓ କମ୍ପ୍ୟୁଟର୍‌ରେ ଜେଲ୍‌ରୁ କିପରି ନିର୍ଦ୍ଦେଶ ଦେଲେ କେଜ୍ରିୱାଲ୍‌? ତଦନ୍ତ କରୁଛି ଇଡି

ହାଜତରେ ଅରବିନ୍ଦ କେଜ୍ରିୱାଲଙ୍କୁ କମ୍ପ୍ୟୁଟର କିମ୍ବା କାଗଜ ଦିଆଯାଇ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପ‌ଷ୍ଟ କରାଯାଇଛି। ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କ ବିବୃତ୍ତି ପରେ ଉପୁଜିଥିବା ପ୍ରଶ୍ନ ପରେ ଅନୁସନ୍ଧାନକାରୀ ଏଜେନ୍ସି ଏହି ସୂଚନା ପ୍ରଦାନ କରିଛି। ଜାତୀୟ ରାଜଧାନୀର

ରାହୁଲଙ୍କୁ ଟକ୍କର ଦେବେ ବିଜେପିର କେ ସୁରେନ୍ଦ୍ରନ

ଏଥର ହାଇ ପ୍ରୋଫାଇଲ୍ ୱାଏନାଡ ଲୋକସଭା ନିର୍ବାଚନମଣ୍ଡଳୀରେ ହେବ ହାଇ ଭୋଲଟେଜ୍ ଲଢେଇ। କଂଗ୍ରେସର ଏହି ଗଡ଼ରୁ ରାହୁଲ ଗାନ୍ଧୀଙ୍କୁ ଟକ୍କର ଦେବେ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ। ​​ ୨୦୦୯ ମସିହାରୁ କଂଗ୍ରେସ ଏଠାରୁ ଜିତି ଆସୁଛି। ୨୦୧୯ରେ ରାହୁଲ ଗାନ୍ଧୀ ଏହିଠାରୁ ବିଜୟୀ ହୋଇ

ଲଣ୍ଡନରେ ଭାରତୀୟ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଲଣ୍ଡନରେ ଆଖି ବୁଜିଛନ୍ତି ଜଣେ ଭାରତୀୟ ଛାତ୍ରୀ । ୟୁନିଭରସିଟିରୁ ଫେରିବା ବେଳେ ଟ୍ରକ୍‌ ଧକ୍କା ଦେବାରୁ ରାସ୍ତା ଉପରେ ହିଁ ଚାଲି ଯାଇଛି ତାଙ୍କ ଜୀବନ। ମୃତା ଛାତ୍ରୀଜଣକ ହେଲେ ୩୩ ବର୍ଷୀୟା ଚେଇସ୍ତା କୋଚର। ଚେଇସ୍ତା ଭାରତର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡ. ଏସ୍‌ପି କୋଚରଙ୍କ