Odia News Portal

ଆଜି ୬୭ ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଜବୁତ କରିବା ପାଇଁ କାର୍ୟ୍ୟକାରୀ ହୋଇଥିବା ରାଜ୍ୟ ସରକାରଙ୍କ ‘ଆମ ହସ୍ପିଟାଲ’ ଯୋଜନାରେ ଆଜି ୧୫ଟି ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ

ଆଜି ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି ।ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପ ଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ରାଜ୍ୟ କାର୍ଯ୍ୟାଳୟରେ କୃଷକମୋର୍ଚ୍ଚା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନାରେ ଦେଶର ସମସ୍ତ ରାଜ୍ୟ ଚାଷୀମାନେ ଉପକୃତ ହେଉଥିବାବେଳେ ଓଡିଶାର ଚାଷୀ ଏଥିରୁ ବଂଚିତ ହେଉଛନ୍ତି । ଓଡିଶା ସରକାର କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ; ନିଯୁକ୍ତି ପାଇବେ ୮୯ ପୋଲିସ୍‌ କର୍ମଚାରୀ

ନିକଟରେ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ।ସୂଚନାଯୋଗ୍ୟ ଯେ 5T ଉପକ୍ରମରେ

ପ୍ରଶ୍ନପତ୍ର ଲିକ୍ ହୋଇନି : ବୋର୍ଡ

ମାଟ୍ରିକ୍ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ବୋର୍ଡର ଖଣ୍ଡନ । ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ସଭାପତି ଓ ଉପସଭାପତି । ୧୧ ଟା ୪୫ରେ ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ପଦାକୁ ଆସିଛି । ୧୧ ଟା ୪୫ ପୂର୍ବରୁ କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ । ତେଣୁ ପରୀକ୍ଷା ପ୍ରଶମନପତ୍ର ଲିକ୍ ହୋଇ

ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର

ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର। ବୋର୍ଡର ଶତଚେଷ୍ଟା ସତ୍ତ୍ୱେ ପ୍ରଶ୍ନପତ୍ର ଭାଇରାଲ୍ ପରି ଘଟଣାକୁ ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ରୋକାଯାଇପାରି ନାହିଁ। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର କେନ୍ଦୁଝର ଜିଲ୍ଲାରେ ଭାଇରାଲ୍

ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ

ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ। ସକାଳ ୧୧ଟାରେ ଲୋକସେବା ଭବନ ଘେରାଇ କରିବାକୁ କଂଗ୍ରେସ ଯୋଜନା କରିଛି। ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ୨୪ ବର୍ଷର ବିଫଳ ରାଜ୍ୟ ସରକାରଙ୍କର ବିରୋଧରେ ଜୋରଦାର ପ୍ରତିବାଦ କରିବା ସହ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ।

ସଫାଇ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀରେ ରାଜ୍ୟ ସ୍ତରୀୟ ବୈଠକ

ଭୁନେଶ୍ବର ମହାନଗର ନିଗମ (CITU) ଆହ୍ବାନ କ୍ରମେ ଆଜି ଶ୍ରମିକ ଭବନ ଠାରେ ରାଜ୍ୟର ବିଭିନ୍ନ ମହାନଗର ନିଗମ ଏବଂ ମ୍ୟୁନିସପାଲିଟି ର ଶ୍ରମିକ ୟୁନୀୟନ୍ ନେତୃତ୍ୱ ସଫାଇ କର୍ମଚାରୀ ଡି ଏଲ ଆର/ କାଜୁଆଲ ଶ୍ରମିକ ଭାବରେ ଦୀର୍ଘ ୧୦ ରୁ ୨୫ ବର୍ଷ ଧରି କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ

୨୮ରେ ମୟୂରଭଞ୍ଜ ଆସୁଛନ୍ତି ମହାମହିମ

ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତୃତୀୟ ଥର ପାଇଁ ନିଜ ଜିଲ୍ଲା ମୟୂରଭଞ୍ଜକୁ ଆସୁଛନ୍ତି । ଯାହା କାର୍ଯ୍ୟସୂଚୀ ରହିଛି, ମହାମହିମ ଆଉ ଦୁଇ ଦିନ ପରେ ମୟୂରଭଞ୍ଜ ଆସିବେ । ୨୮ ତାରିଖ ଦିନ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ

ପଦ୍ମ ଧରିଲେ ଦେବାଶିଷ ନାୟକ

ବଢ଼ୁଛି BJP ବଳ । ଦଳରେ ସାମିଲ ହେଉଛନ୍ତି ଜଣକ ପରେ ଜଣେ BJDର ହେଭିୱେଟ୍‌ ନେତା । ପ୍ରଥମେ BJPରେ BJDର ଗୋପାଳପୁର ବିଧାୟକ ସାମିଲ ହୋଇଥିବାବେଳେ ଆଜି ବିଧିବଦ୍ଧ ଭାବେ ପୁଣି ପଦ୍ମ ଧରିଛନ୍ତି BJDର ପୂର୍ବତନ ବିଧାୟକ ଦେବାଶିଷ ନାୟକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ