Odia News Portal

୨୦ ପୁଲିସ ଅଧିକାରୀଙ୍କୁ ମିଳିବ ରାଜ୍ୟପାଳ ପୁଲିସ ପଦକ

୨୦୨୩ ପାଇଁ ରାଜ୍ୟପାଳ ପୁଲିସ ପଦକ ଘୋଷଣା ହୋଇଛି। ୨୦ଜଣ ପୁଲିସ ଅଧିକାରୀଙ୍କୁ ଏହି ସମ୍ମାନଜନକ ପଦକ ମିଳିବ। ଏଥିରେ ୨ଜଣ ଆଇଜିଙ୍କୁ ରାଜ୍ୟପାଳ ପୁଲିସ ପଦକ ମିଳିବ। ଏହି କ୍ରମରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଏବଂ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦଙ୍କୁ ଏହି ସମ୍ମାନଜନକ ପଦକ

ଟିକେଟ ପାଇଁ ଟଙ୍କା କାରବାର ସମ୍ପର୍କରେ ପିସିସି ନେଲା ଏହି ପଦକ୍ଷେପ

୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳର ଜୋରଦାର ପ୍ରସ୍ତୁତି ଚାଲିଛି । ଏହାରି ଭିତରେ କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ହେଉଥିବା ଖବର ଚର୍ଚ୍ଚାକୁ ଆସିବା ପରେ ସତର୍କ କରାଇଲା ପ୍ରଦେଶ କଂଗ୍ରେସ କମିଟି । ଉଭୟ ବିଧାନସଭା ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବାର ପ୍ରତିଶ୍ରୁତି

୪ର୍ଥ ଦିନରେ ଆଇଟି ରେଡ

ଚତୁର୍ଥ ଦିନରେ ଆୟକର ବିଭାଗର ରେଡ୍‌ । ଓଡିଶାର ଏକାକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ସହ ନଗଦ ପାଞ୍ଚ କୋଟି ଟଙ୍କା ଏବଂ ୪ କିଲୋ ସୁନା ଅଳଙ୍କାର ଜବତ ହୋଇଛି । ସେପଟେ ଏହି ଚଢାଉରେ ସୁରକ୍ଷାକୁ ନଜରରେ ରଖି ସିଆର୍‌ପିଏଫ୍‌ ଯବାନ ମୁତୟନ

ମାଡ଼ିଗଲା ଟ୍ରକ, ୩ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୩ ଜୀବନ । ଟ୍ରକ ଧକ୍କାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ରାଣୀତାଲ ସ୍ଥିତ ଘରୋଇ ଇଞ୍ଜିନିୟରିଂ ସମ୍ମୁଖରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ

ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି: ମୁଖ୍ୟମନ୍ତ୍ରୀ

5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ୟ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ମୟୁରଭଞ୍ଜ ଜିଲ୍ଲାର ୧୦୫ଟି ହାଇସ୍କୁଲ, ସମ୍ବଲପୁରର

ମଣିପୁରରେ ଥମୁନି ହିଂସା: ୫ ମୃତ, ୪ ଯବାନ ଆହତ

ମଣିପୁରରେ ଥମୁନି ହିଂସା । ଗୁଳିକାଣ୍ଡରେ ୫ ମୈତେୟୀଙ୍କ ମୃତ୍ୟୁ ସମେତ,୪ ବିଏସଏଫ ଯବାନ ଆହତ । ମଣିପୁରରେ ବିଭିନ୍ନ ଜିଲ୍ଲାରେ ବୁଧବାର ଦିନ ରାତିରୁ ବ୍ୟାପିଥିବା ହିଂସା ଏପର୍ଯ୍ୟନ୍ତ ଥମିନାହଁ । ହିଂସାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ବିଏସଏଫ ଯବାନ ଆହତ ହୋଇଛନ୍ତି । ବୁଧବାର ଦିନ

ସରକାରୀ ବଙ୍ଗଳା ଖାଲି କଲେ ମହୁଆ

ବହିଷ୍କୃତ ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୈତ୍ର ଶୁକ୍ରବାର ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି। ତାଙ୍କ ଓକିଲ ଦେଇଥିବା ସୂଚନା ମୁତାବକ ମହୁଆ ଟେଲିଗ୍ରାଫ୍ ଲେନ୍ ସ୍ଥିତ ସରକାରୀ ବଙ୍ଗଳାକୁ ଆଜି ସକାଳ ୧୦ଟା ସୁଦ୍ଧା ସମ୍ପୂର୍ଣ୍ଣ ଖାଲି କରିଥିଲେ । ମହୁଆଙ୍କ ଓକିଲ ଏହି ବଙ୍ଗଳାକୁ

ସାମ୍ନାକୁ ଆସିଲା ରାମଲାଲାଙ୍କ ବିଗ୍ରହର ପ୍ରଥମ ଝଲକ

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାଣ ପ୍ରତିଷ୍ଠା ସମୟ ପାଖେଇ ଆସୁଥିବାବେଳେ ଅଯୋଧ୍ୟା ନଗରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ । ଇତି ମଧ୍ୟରେ ମନ୍ଦିରରେ ବିରାଜମାନ ହୋଇଛନ୍ତି

ଫେବ୍ରୁଆରୀ ୫ରୁ ବିଧାନସଭା, ଆଗତ ହେବ କାମଚଳା ବଜେଟ୍

ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଫେବ୍ରୁଆରୀ ୫ରୁ ୧୩ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍‌ ଅଧିବେଶନ। ଏନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି। ୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭହେବ। ୮ ତାରିଖରେ

ଆସନ୍ତା ୨୦ରୁ ଗହିରମଥାରେ ଆରମ୍ଭ ହେବ ଡଲଫିନ୍ ଗଣନା

ବିଭିନ୍ନ ଜାଗାରେ ପକ୍ଷୀ ବା ବାଘ ଗଣନା ଚାଲିଥିବା ବେଳେ ଆସନ୍ତା ୨୦ରୁ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆରମ୍ଭ ହେବ ଡଲଫିନ୍ ଗଣନା । ଏଥିପାଇଁ ନିର୍ଦ୍ଧିଷ୍ଟ ଜାଗାର ବିବେଚନା କରାଯାଇଛି । ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଥିବା ନଦୀ, ନାଳ ମାନଙ୍କରେ ଡଲଫିନ ଗଣନା