ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ନବୀନ କାର୍ଡର ଶୁଭାରମ୍ଭ, ଉପକୃତ ହେବେ ଓଡ଼ିଶାର ୯୦% ଲୋକ
ନବୀନ କାର୍ଡର ଶୁଭାରମ୍ଭ । ରାଜ୍ୟର ୯୦% ଲୋକ ଉପକୃତ ହେବେ । ଅର୍ଥ ଅଭାବରୁ ରାଜ୍ୟରେ କେହି କେବେ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ!-->…
