Odia News Portal

ଲଦାଖରେ ଭୂକମ୍ପ ଝଟକା

 ଲେହ ଓ ଲଦାଖରେ ଭୂକମ୍ପ ଝଟକା । ଆଜି ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ସକାଳ ୪.୩୦ ସମୟରେ ଏହି ଭୂକମ୍ପ ହୋଇଥିଲା।