Odia News Portal

ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର

ଭୁବନେଶ୍ୱର: ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଆଜି ଶପଥ ଗ୍ରହଣ କଲେ । ଆଜି ବିଧାନସଭାରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ପିପିଲିର ନବ ନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ଶପଥ ପାଠ କରାଇଛନ୍ତି । ରୁଦ୍ର ମହାରଥୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି ।…

ଫାଣ୍ଡି ଜଗିଲେ ସବଇନିସପେକ୍ଟର

ଭୁବନେଶ୍ୱର: ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱ ରେ ଏଣିକି ସବ୍ଇନ୍ସପେକ୍ଟର ମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ ପ୍ରଦାନ କରିଛନ୍ତି। …

ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ସ୍ୱାଭାବିକ ହେଉଛି ଫେସବୁକ୍ ଏବଂ ହ୍ୱାଟସଆପ୍

ଭୁବନେଶ୍ୱର: ସୋମବାର ରାତିରେ ଅଚାନକ ଭାବେ ଅଚଳ ହୋଇପଡ଼ିଥିଲା ଫେସବୁକ ଏବଂ ହପ୍ଟସଆପ । ସମସ୍ତେ ହୋଇପଡ଼ିଥିଲେ ବିଚଳିତ । କାହିଁକି କାମ କରୁନି । ମୋ ମୋବାଇଲ ଖରାପ ହୋଇଗଲା କି? ଭାଇରସ ପସିଗଲା କି? ଏଭଳି ଅନେକ ଆଲୋଚନା । ଆଉ ଅଧିକାଂଶ ୟୁଜର୍ସମାନେ ମୋବାଇଲକୁ ବାରମ୍ବାର ସୁଇଚ ଅଫ କରି ଅନ…

ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ । ସେ ଥିଲେ ଓଡ଼ିଶା ମାଟିର ଗର୍ବ ଏବଂ ଗୌରବ । ସାରା ଦେଶରେ ତାଙ୍କର ବିରତ୍ୱର ଚର୍ଚ୍ଚା ହୁଏ । ତେବେ ଏହି ମହାପୁରୁଷଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସ୍ୱାଧୀନତା ପାଇଁ ମାତ୍ର…

ଆଜି ରାଜ୍ୟରେ ୪୫୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ…

ରାଜ୍ୟର ୧୧୪ ପୌରସଂସ୍ଥାର ପରିମଳ କର୍ମଚାରୀ ସମ୍ମାନିତ

ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ୧୧୪ ପୌରାଞ୍ଚଳରେ ୨୭ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବିଶେଷକରି ସ୍ୱଚ୍ଛ ସାଥୀମାନଙ୍କ ଦ୍ୱାରା ପରିମଳ କାର୍ଯ୍ୟକ୍ରମ,…

ଜାଣନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି ବାବା କଣ ଉପଦେଶ ଦେଉଥିଲେ

ଭୁବନେଶ୍ୱର: କ୍ରୋଧକୁ ଅନ୍ତର ମଧ୍ୟରୁ ସମ୍ପୂର୍ଣ୍ଣ ଭାବେ ନିର୍ବାପିତ କରିବା ଏତେ ସହଜ ବ୍ୟାପାର ନୁହେଁ । ବଡ଼ ବଡ଼ ମୁନି ଋଷିମାନେ ମଧ୍ୟ ଏହା କରିପାରି ନାହାନ୍ତି । ମୁନି ଦୁର୍ବାସାଙ୍କ କ୍ରୋଧ ଏହାର ଜ୍ୱଳନ୍ତ ଉଦାହରଣ । ଅହଂଭାବରୁ କ୍ରୋଧର ଉଦଭବ । ମନ ମଧ୍ୟରେ ଯଦି ତିଳେ ମାତ୍ର ଅହଂକାର ଥାଏ,…

ନବୀନଙ୍କୁ ଭେଟିଲେ ରୁଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ସଦ୍ୟ ପିପିଲି ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ରୁଦ୍ର ମହାରଥୀ । ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆର୍ଶୀର୍ବାଦ ନେଇଛନ୍ତି । ନିର୍ବାଚନ ଜିତିବା ପରେ ପ୍ରଥମଥର ଲାଗି ଆଜି ଭେଟିଛନ୍ତି । ତେବେ ରୁଦ୍ରଙ୍କ ସହ…

୭ ତାରିଖ ଯାଏଁ NCB ରିମାଣ୍ଡରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ରିମାଣ୍ଡ ଅବଧି ଆହୁରି ୩ ଦିନ ବଢାଇଛନ୍ତି କୋର୍ଟ । ଏନସିବି ପକ୍ଷରୁ ଆର୍ଯ୍ୟନଙ୍କ ୭ ଦିନିଆ ରିମାଣ୍ଡର ଦାବି କରାଯାଇଥିବା ବେଳେ ୩ ଦିନିଆ ରିମାଣ୍ଡ ପ୍ରଦାନ କରିଛନ୍ତି କୋର୍ଟ । ଆସନ୍ତା ଅକ୍ଟୋବର ୧୧ ଯାଏଁ ଆର୍ଯ୍ୟନଙ୍କୁ…

ଗ୍ୟାଙ୍ଗଷ୍ଟାର ହାଇଦର ପୁଅକୁ ଆଜୀବନ କାରାଦଣ୍ଡ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ୍ । ୨୦୧୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାମାମଲାରେ କାଦିର ଦୋଷୀ ସାବ୍ୟସ୍ତ ହୋଇଛି। ବ୍ୟବସାୟୀ ସାହା…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.