Odia News Portal

ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରେ କାମ କରୁଥିଲେ ଶିଶୁ ଶ୍ରମିକ, ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଭୁବନେଶ୍ୱର: ରାଜ୍ୟରେ ଶିଶୁ ଶ୍ରମିକ ହଟାଇବା ଲାଗି ସରକାର କେତେ ଯୋଜନା କରିଛନ୍ତି । ଶିଶୁଙ୍କୁ ମାଗଣାରେ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ଅନେକ ଯୋଜନା ମାଧ୍ୟରେ ସେମାନଙ୍କୁ ବିଭିନ୍ନ ମାଗଣା ସାମଗ୍ରୀ ଦିଆଯାଉଛି । ତେବେ ସମାଜରେ ଶିକ୍ଷିତ ହୋଇ ଶିଶୁ ଶ୍ରମିକ ଭଳି ପ୍ରଥାକୁ ପ୍ରଶୟ ଦେଇଛନ୍ତି…

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର: କରୋନା ମହାମାରୀ ଲାଗି ବନ୍ଦ ହୋଇ ରହିଥିବା ଐତିହ୍ୟସ୍ଥଳୀ ଖୋଲିବ । ଆସନ୍ତା ୧୬ ତାରିଖରୁ ଏହି ଐତିହ୍ୟସ୍ଥଳୀ ଖୋଲାଯିବ । ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ । ଆସନ୍ତା ୧୬ ତାରିଖରୁ ଖୋଲିକା ନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।…

ନିର୍ମାଣ ହୋଇନି ନୂଆ ବ୍ରିଜ, ପୁରୁଣାକୁ ଭାଙ୍ଗି ଦେଲା ପ୍ରଶାସନ

ଭଦ୍ରକ: ନୂଆ ବ୍ରିଜ ନିର୍ମାଣ ପାଇଁ ଭଙ୍ଗା ହେଲା ପୁରୁଣା ବ୍ରିଜ । ଭଦ୍ରକ କୁଆଁସ ସ୍ଥିତ ସାଳନ୍ଦୀ ନଦୀ ଉପରେ ଥିବା ଅର୍ଜୁନ ବ୍ରିଜକୁ ଭଙ୍ଗା ହେବାକୁ ବିତିଗଲାଣି ପ୍ରାୟ ୮ ମାସ । କିନ୍ତୁ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ନୂଆ ବ୍ରିଜ କାମ । ବ୍ରିଜ ଭାଙ୍ଗିିବାର ଆବଶ୍ୟକ ନଥାଇ ମଧ୍ୟ ରାତା ରାତି…

ବ୍ରିଜ ଫଟାଇଦେଲେ ବାଲି ମାଫିଆ

ଧର୍ମଶାଳା : ଫାଟିକି ଆଁ କଲାଣି ଦୀର୍ଘ ୧୫ ବର୍ଷର ବ୍ରିଜ୍‌ । ଏଭଳି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ କାଏମା ବ୍ରିଜ୍‌ର । ଗତ କିଛି ଦିନ ହେଲାଣି ଉତରପ୍ରତାପ ବାଲିଘାଟରୁ ଆରଡି ରୋଡରେ ଏହି ବ୍ରିଜ ଦେଇ ଟ୍ରିପ୍‌୍ ଟ୍ରିପ୍ ବାଲି ନେଇ ଯାତାୟତ କରୁଛନ୍ତି ବାଲି ମାଫିଆ ।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ପେଟ୍ରୋଲ ପମ୍ପ ନିକଟରେ ରବିବାର ମଧ୍ୟ ରାତ୍ରରେ ଏକ କ୍ୟାମ୍ପର ଅଜଣା ୧୨ଚକିଆ ଟ୍ରକ ପଛରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ କ୍ୟାମ୍ପରରେ ଥିବା ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ…

ପହିଲି ରଜରେ ଦୋକାନ ଖୋଲିଥିଲେ, ସିଲ୍ କଲା ବିଏମସି

ଭୁବନେଶ୍ୱର: ପହିଲି ରଜରେ ଲୁଗା ଦୋକାନ ଖୋଲିଥିଲେ । ଭଲ ଦି ପଇସା ପାଇବା ଆଶା ରଖିଥିଲେ ଦୋକାନୀ । ହେଲେ କରୋନା କଟକଣାକୁ ଅମାନ୍ୟ କରିବାରୁ ସିଲ୍ ହେଲା ଦୋକାନ । ରାଜଧାନୀ ଭୁବନେଶ୍ୱରସ୍ଥିତ ପଟିଆ ହାଟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ବଡ଼ ବଡ଼ ସୋ’ରୁମ ବନ୍ଦ…

ବିଧବା ମହିଳାଙ୍କ ହାତ ଗୋଡ଼ ବାନ୍ଧି ପିଟିଲେ ପଡୋଶୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାଳିଆପଦା ଗାଁରୁ ଆସିଲା ଅଭାବନୀୟ ଖବର । ଜଣେ ବିଧାବା ମହିଳାଙ୍କ ହାତଗୋଡ଼ ବାନ୍ଧି ପିଟିଲେ ପଡୋଶୀ । ତାଙ୍କ ଚରିତ୍ରକୁ ସନ୍ଦେହ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । କୁଆମରା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି…

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ଇକମୋ ମେସିନ୍‌

ଭୁବନେଶ୍ୱର: ଆଉ ଇକମୋ ଚିକିତ୍ସା ଲାଗି ବାହାରକୁ ଯିବାକୁ ପଡ଼ିବନି । ଏଥରକ ଭୁବନେଶ୍ୱରରେ ଉପଲବ୍ଧ ହେବ ଏହି ଚିକିତ୍ସା ସୁବିଧା । ଭୁବନେଶ୍ୱର କିମ୍ସରେ କାର୍ଯ୍ୟକ୍ଷମ ହୋଇଛି ମେସିନ । ସଫଳତାର ସହ ମେସିନ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କତ୍ତୃପକ୍ଷ । ରାଜ୍ୟର ଅଳ୍ପ କିଛି…

ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କରୋନା କଟକଣାକୁ ମାନି ଋକ୍ସ ପାଳିବାକୁ ନିବେଦନ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ…

ଘର ଛାଡି ପଳାଇଛି ପୁଅ, ହନ୍ତସନ୍ତ ବୁଢ଼ୀ ମା’

ଉମରକୋଟ: ବୃଦ୍ଧା ଅବସ୍ଥାରେ ହନ୍ତସନ୍ତ ହେଉଛନ୍ତି । ଏହି ବୃଦ୍ଧା ଜଣକ ହେଉଛନ୍ତି ନବରଙ୍ଗପୁର ଉମରକୋଟର ମାଳିଗୁଡାର । ଏ ହେଉଛନ୍ତି ବୃଦ୍ଧା ସୁବରୀ ମାଳି । ବୟସ ମାତ୍ର ୭୭ ବର୍ଷ । ଝାଟି ମାଟି କୁଡିଆ ଖଣ୍ଡେ ସାହା ହୋଇଥିବା ବେଳେ ଏବେ ବର୍ଷା ସାଜିଛି କାଳ । । ସୁରବୀଙ୍କ ପୁଅ ୨୫ ପର୍ଷ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.