Odia News Portal

ଓଡ଼ିଶାରେ ଏକକୋଟି ପାର କଲା ଟିକାଦାନ

ଭୁବନେଶ୍ୱର:ଟିକାକରଣ କ୍ଷେତ୍ରରେ ଓଡ଼ିଶାର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାଦାନ ଅଭିଯାନରେ ଏ ପର୍ଯ୍ୟନ୍ତ ଏକ କୋଟି ପାନରୁ ଅଧିକ ଟିକା ଦେବାରେ ରାଜ୍ୟ ସଫଳତା ହାସଲ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ…

ଆସନ୍ତା ୨୪ଘଣ୍ଟାରେ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଗଜପତି, ଗଞ୍ଜାମ, କନ୍ଧମାଳ ଆଦି…

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ । କୋଭିଡ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପ୍ରତାପ । ସେ କହିଛନ୍ତି ଏଭଳି କାର୍ଯ୍ୟ ଅତ୍ୟନ୍ତ ଗୃଣ୍ୟମାନର । ଟିକାକେନ୍ଦ୍ରରେ ନବୀନଙ୍କ…

କଲମ ଧରିବା ବୟସରେ ଲଙ୍ଗଳ ଧରୁଛି ଆଦିବାସୀ ଝିଅ

କାର୍ଲିମେଳା: ପାଠ ପଢିବା ବୟସରେ ଲଙ୍ଗଳ ଧରିଲେ ଆଦିବାସି ଝିଅ । ହଳ କରୁଥିବା ଏହି ଝିଅ ଜଣକ ହେଉଛନ୍ତି ମାଲକାନିଗିରି ଜିଲ୍ଲା ତେଗଡା ପଲ୍ଲୀ ଗାଁର ସୋମେ ମାଡି । ବୟସ ମାତ୍ର ୨୦ ବର୍ଷ । ପରିବାର କହିଲେ ମା ଓ ଦୁଇ କୁନି କୁନି ଭାଇ ଭଉଣୀ । ପଢିବାକୁ ଇଛା ଥାଇ ମଧ୍ୟ ସେ ପରିବାର ଦାୟିତ୍ୱରେ…

ଦ୍ୱାଦଶ ଫଳାଫଳ ନେଇ ପୁଣିଥରେ ସତ୍ୟପାଠ ଦାଖଲ କଲା ସିବିଏସଇ

ନୂଆଦିଲ୍ଲୀ: ଦ୍ୱାଦଶ ରେଜଲ୍ଟ ନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ଥରେ ସତ୍ୟପାଠ ଦାଖଲ କରାଯାଇଛି । ପୂର୍ବ ପଦ୍ଧତିରେ ଆଉ ୨ଟି ବିନ୍ଦୁ ଯୋଡ଼ି ସିବିଏସଇ ସତ୍ୟପାଠ ଦାଖଲ କରିଛି । ତଦନୁଯାୟୀ କମ୍ପ୍ୟୁଟେସନ ନେଇ କିଛି ବିବାଦ ଥିଲେ ସମାଧାନ ପାଇଁ କମିଟି ଗଠନ କରାଯିବ । ରେଜଲ୍ଟ…

ଟିକା କାହାର?

ଭୁବନେଶ୍ୱର: ଟିକା କାହାର? ନବୀନ ପଟ୍ଟନାୟକଙ୍କ ନାଁ ନରେନ୍ଦ୍ର ମୋଦିଙ୍କର? କେନ୍ଦ୍ର ସରକାର ଟିକା ଦେଉଛନ୍ତି ନାଁ ରାଜ୍ୟ ସରକାର ଟିକା ଦେଉଛନ୍ତି । ଏବେ ଏଭଳି କଥା ଚର୍ଚ୍ଚାର ବିଷୟ ପାଲଟିଛି । ଟିକାକେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଲାଗିବା ଓ ପରେ ଚିରା ହେବା ଘଟଣା ପରେ ଟିକା ପ୍ରସଙ୍ଗକୁ ନେଇ…

ନବୀନଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ

ଅନୁଗୁଳ: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ରାଜନୀତି । ନବୀନଙ୍କ ପୋଷ୍ଟର ଚିରିଦେଲେ ବିଜେପି କର୍ମୀ । ଅନୁଗୁଳ ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ପୋଲିସ ଆସିବା ପୂର୍ବରୁ ବିଜେପି କର୍ମୀମାନେ…

ଦିଲ୍ଲୀରେ ଜୋତା କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଉଦୟୋଗ ବିହାର ସ୍ଥିତ ଏକ ଜୋତା କାରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ଦମକଳ କର୍ମଚାରୀ ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟରେ…

WTC: ଚତୁର୍ଥ ଦିନରେ ବାଧକ ସାଜିଛି ବର୍ଷା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବର୍ଷା ସାଜିଛି ବାଧକ । ଚତୁର୍ଥଦିନ ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ହୋଇଛି । ପାଗ ଖରାପ କାରଣରୁ ଆଜି ବିଳମ୍ବରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଆସନ୍ତାକାଲି ଶେଷଦିନ ଥିବା ବେଳେ ଏଯାବତ ଗୋଟିଏ ଇନିଂସ ଶେଷ ହୋଇନାହିଁ । ତେବେ…

କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ ରୂପଜ୍ୟୋତି

ଗୌହାଟୀ: ଦୀର୍ଘଦିନର ସସମ୍ପର୍କକୁ କାଟି ହାତ ଛାଡ଼ି ପଦ୍ମ ଧରିଲେ ରୂପଜ୍ୟୋତି କୁରମି । ଆସାମରେ ଜଣେ ଚର୍ଚ୍ଚିତ ଯୁବ କଂଗ୍ରେସ ନେତା ଭାବେ ସେ ବେଶ ପରିଚିତ । ୪ଥର କଂଗ୍ରେସ ପକ୍ଷରୁ ବିଧାନସଭାକୁ ଯାଇଛନ୍ତି । ତେବେ ସେ ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.