ରାଜ୍ୟରେ ଖୁବ ଶୀଘ୍ର ଗଡିବ ୨୫ ୟୁଏଲବି ବିଶିଷ୍ଟ ମୁକ୍ତାଶଫ୍ଟ ୧.୦
ରାଜ୍ୟରେ ଖୁବ ଶୀଘ୍ର ଗଡିବ ୨୫ ୟୁଏଲବି ବିଶିଷ୍ଟ ମୁକ୍ତାଶଫ୍ଟ ୧.୦ । ୱେବ୍ ସଂକ୍ରାନ୍ତୀୟ କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ( ମୁକ୍ତା) କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି । ଏହା ରାଜ୍ୟର!-->…
