ରାହୁଲଙ୍କୁ ଟକ୍କର ଦେବେ ବିଜେପିର କେ ସୁରେନ୍ଦ୍ରନ
ଏଥର ହାଇ ପ୍ରୋଫାଇଲ୍ ୱାଏନାଡ ଲୋକସଭା ନିର୍ବାଚନମଣ୍ଡଳୀରେ ହେବ ହାଇ ଭୋଲଟେଜ୍ ଲଢେଇ। କଂଗ୍ରେସର ଏହି ଗଡ଼ରୁ ରାହୁଲ ଗାନ୍ଧୀଙ୍କୁ ଟକ୍କର ଦେବେ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ।
୨୦୦୯ ମସିହାରୁ କଂଗ୍ରେସ ଏଠାରୁ ଜିତି ଆସୁଛି। ୨୦୧୯ରେ ରାହୁଲ ଗାନ୍ଧୀ ଏହିଠାରୁ ବିଜୟୀ ହୋଇ!-->!-->!-->…
