ସ୍ତ୍ରୀକୁ ମନ୍ଦିରରେ ଛାଡ଼ି ସ୍ୱାମୀ ଉଭାନ୍
ସ୍ତ୍ରୀକୁ ସାଲେପୁର ବଜାରକୁ ଆଣି ମନ୍ଦିରରେ ଅଭଡ଼ା ଖୁଆଇ ସ୍ୱାମୀ କୁଆଡ଼େ ନିଖୋଜ ହୋଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କି ଥାନା ଅଞ୍ଚଳର ପ୍ରଭୁ ଦୟାଲ ବଥୁଆଲଙ୍କ ପୁତ୍ର ଶରତ ବଥୁଆଲ୍ ନିଜ ପତ୍ନୀ ପୂଜା!-->…
