Odia News Portal

୧୧ରୁ ରାଜ୍ୟରେ ପୁଣି ବର୍ଷା

୧୧ ଓ ୧୨ ତାରିଖରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୧୨ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୌସୁମୀଜନିତ ନିମ୍ନଚାପ ରେଖା ଆଜି ତା’ର ସାଧାରଣ

ବାତିଲ ହେଲା ମା’ ତାରିଣୀଙ୍କ ଭୋଗ ନଡ଼ିଆ ନିଲାମ

ମା’ ତାରିଣୀଙ୍କ ଭୋଗ ନଡ଼ିଆ ନିଲାମ ପାଇଁ ଆଜି ମନ୍ଦିର କର୍ତ୍ତୃପକ୍ଷ ଡାକିଥିବା ଖୋଲା ନିଲାମ ପ୍ରକ୍ରିୟା ବାତିଲ ହୋଇଯାଇଛି। ଫଳରେ ଏଥିରେ ସାମିଲ ହେବା ପାଇଁ ଆସିଥିବା ବିଡରମାନେ ନିରାଶ ହୋଇ ଫେରିଯାଇଛନ୍ତି। ଘଟଗାଁ ମା’ ତାରିଣୀ ପୀଠକୁ ରାଜ୍ୟର କୋଣ ଅନୁକୋଣରୁ ମାନସିକ ନଡ଼ିଆ ଆସୁଛି।

ଛାତ୍ରୀଙ୍କୁ ନିର୍ଯାତନା ଘଟଣା : ସରକାରୀ ପ୍ରଫେସର ନିଲମ୍ବିତ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ଛାତ୍ରୀଙ୍କୁ ନିର୍ଯାତନା ଘଟଣା । ଓଡ଼ିଆ ବିଭାଗର ସଂପୃକ୍ତ ସହକାରୀ ପ୍ରଫେସର ନିଲମ୍ବିତ । ନିଲମ୍ବନ ନେଇ କୁଳସଚିବ ନୃପରାଜ ସାହୁଙ୍କ ସୂଚନା । ପିଡୀତାଙ୍କ ଲିଖିତ ଅଭିଯୋଗ ଆଧାରରେ ନିଲମ୍ବନ କଲେ କର୍ତ୍ତୃପକ୍ଷ ।

ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସଙ୍କ ଜମି ଦଖଲ 

ବ୍ୟାଙ୍କ ଋଣ ସୁଝି ନପାରିବାରୁ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଜମି ଦଖଲ କଲା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ । କଟକ ସେଲଟର ଛକ ସ୍ଥିତ ନେତାଜୀ ନଗରରେ ଥିବା ଏକ ଜମିକୁ ନିଜ ଅକ୍ତିଆରକୁ ବ୍ୟାଙ୍କ ନେଇଛି । ୨୦୧୩ ମସିହାରେ ଗଣ୍ଡରପୁର ଅର୍ବାନ ବ୍ୟାଙ୍କ ବ୍ରାଞ୍ଚରୁ

ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ: ସୁର

ମନ୍ମଥଙ୍କ ନିଲମ୍ବନ ନେଇ ବାପା ସୁର ରାଉତରାୟଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋ ପରିବାରରେ କିଛି ଗଣ୍ଡଗୋଳ, ଅଶାନ୍ତି ନାହିଁ । ସାନ ପୁଅ ମନ୍ମଥ ଚାକିରି କରିଛି, ତାର ଇସ୍ତଫା ଏବେ ଯାଏଁ ଗ୍ରହଣ ହୋଇନାହିଁ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ ଆଉ ମନ୍ମଥ ଜଟଣୀରୁ ଠିଆ ହେବ ।

ନିଲମ୍ବନ କରି ମୋତେ ଆଗକୁ ବଢିବାକୁ ସଙ୍କେତ ଦେଇଛନ୍ତି: ମନ୍ମଥ

କଂଗ୍ରେସରୁ ନିଲମ୍ବନକୁ ନେଇ ତାଚ୍ଛଲ୍ୟ କଲେ ସୁରଙ୍କ ପୁଅ ମନ୍ମଥ । ରାଜ୍ୟ କଂଗ୍ରେସ ଓ ବିଧାୟକ ସାଲୁଜାଙ୍କ ଉପରେ ଧୂମ୍ ବର୍ଷିଲେ ମନ୍ମଥ ରାଉତରାୟ । ମୁଁ ସନ୍ତୋଷ ସିଂ ସାଲୁଜାଙ୍କ ଜଣେ ବିଜ୍ଞ ବ୍ୟକ୍ତି ବୋଲି ଭାବୁଥିଲି । ମୋ ବ୍ୟାକ୍‌ଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ ।

ବ୍ଲାକମେଲିଂ କରୁଛନ୍ତି ସୌମ୍ୟ : ଅତନୁ

ସୌମ୍ୟ ପଟ୍ଟନାୟକଙ୍କୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଟାର୍ଗେଟ । ଅରୁନ ସାହୁଙ୍କ ପରେ ଟାର୍ଗେଟ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ । ସୌମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ଯ୍ୟ ବୋଲି କହିଲେ ଅତନୁ । ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ କରି ବାରମ୍ବାର ଲେଖୁଛନ୍ତି । ଏହା ଆଦୌ

ଅକ୍ଟୋବର ୧ରୁ ଗାଡ଼ିରେ ଲାଗିବ VLT, ରାଜ୍ୟ ପରିବହନ ଆୟୁକ୍ତ ଜାରି କଲେ ନୋଟିସ୍

କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ । ପରିବହନ ଗାଡିରେ ଲାଗିବ VLT । (ଭେଇକିଲ ଲୋକେସନ ଟ୍ରାକିଂ ସିଷ୍ଟମ୍) ଓ ପ୍ୟାନିକ ବଟନ୍ । ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ । ଏନେଇ ରାଜ୍ୟ ପରିବହନ

ସୁରଙ୍କ ପୁଅ ମନ୍ମଥଙ୍କୁ ନିଲମ୍ବନ କଲା କଂଗ୍ରେସ

ଗଣମାଧ୍ୟମରେ ବୟାନ ସହ କାରଣ ଦର୍ଶାଅ ନୋଟିସର ଜବାବ ନ ଦେବା ଯୋଗୁଁ ଆଜି କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ | ଆଜି ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ମନ୍ମଥଙ୍କୁ ନିଲମ୍ବନ କରିଛି | ଶୃଙ୍ଖଳା କମିଟି ପକ୍ଷରୁ କୁହାଯାଇଛି ଯେ

୧୬ରେ କଟକ ନେତାଜୀ ବସ୍‌‌ ଟର୍ମିନାଲ ଉଦ୍‌ଘାଟନ

କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)ର ଆସନ୍ତା ୧୬ରେ ଉଦଘାଟନ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦଘାଟନ କରିବେ। ଏତଦ୍‌‌ ବ୍ୟତୀତ କଟକ ସହରରେ ନୂତନ ଭାବେ ଗଢିଉଠିଥିବା ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।