ନବୀନ ନିବାସରେ ପୁଣି ଗହଳି
ନବୀନ ନିବାସରେ ପୁଣି ଗହଳି । ଶେଷ ମୁହୁର୍ତ୍ତରେ ଟିକେଟ ପାଇଁ ଲବି କରୁଛନ୍ତି ଆଶାୟୀ । ଏପର୍ୟ୍ୟନ୍ତ ବିଭିନ୍ନ ପର୍ୟ୍ୟାୟରେ ୯୯ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନା ଘୋଷଣା ସରିଥିବା ବେଳେ ୨୦ଟି ଲୋକସଭା ପାଇଁ ପ୍ରାର୍ଥୀ ନା ଘୋଷଣା କରିସାରିଛି ଦଳ । ଏବେ ଆହୁରି ପ୍ରାର୍ଥୀଙ୍କ ନା ଘୋଷଣା!-->…
