ପଡ଼ୋଶୀର ଟାଙ୍ଗିଆ ଚୋଟରେ ଚାଲିଗଲା ଯୁବକଙ୍କ ଜୀବନ
ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଡମ୍ବସରା ପଞ୍ଚାୟତ ସଉରା ବିକ୍ରମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଚୈତନ୍ୟ ଶବର। ମୃତ ବ୍ୟକ୍ତି ଜଣକ ନିଜ ଘରେ ଖାଉଥିବା ସମୟରେ ପଡ଼ୋଶୀ ଯୁବକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ!-->…