Odia News Portal

ମିଜୋରାମରେ ନିର୍ମାଣାଧୀନ ପୋଲ ଭୁଶୁଡି ୧୭ ମୃତ

ମିଜୋରାମ ରାଜଧାନୀ ନିକଟରେ ବଡ଼ ଧରଣର ଅଘଟଣ । ଆଇଜଲ ନିକଟସ୍ଥ ସାଇରଙ୍ଗରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ିପଡିବାରୁ ୧୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମିଜୋରାମ ମୁଖ୍ୟମନ୍ତ୍ରୀ ସୂଚନା

ମହୁମାଛି ଆକ୍ରମଣରେ ୧୫ ଆହତ

ମହୁମାଛି ଆକ୍ରମଣରେ ୧୫ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ସୁନାବେଡା ହାଲ୍ ଟାଉନସିପ୍ ନର୍ସରୀ ପଛପଟେ ଥିବା ଚକର୍ଲିପୁଟ୍ ଗାଁରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣ ଅବସ୍ଥା ଗୁରୁତର ରହିଛି। ଆଜି ସକାଳେ ଚକର୍ଲିପୁଟ୍ ଗାଁର କିଛି

୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ: ଗଣଶିକ୍ଷା ସଚିବ

ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍। ସେ କହିଛନ୍ତି, ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ ୨୦ ହଜାର ଶିକ୍ଷକଙ୍କୁ ଯୋଜନାଭିତ୍ତିକ ନିଯୁକ୍ତି ଦିଆଯିବ। ୨୦ ହଜାର ପଦବୀ ପାଇଁ

ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନାଁରେ ବଡ ଧରଣର ଠକେଇର ପର୍ଦ୍ଦାଫାଶ, ୫ ଗିରଫ

ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ -ଏସଡିଏରେ ଲୋକଙ୍କ ବିଲ୍ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ ନାଁରେ ଏକ ବଡ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୋଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ସମ୍ବଲପୁର କ୍ଷେତରାଜପୁର ଥାନାରେ ଏସଡିଏ ପକ୍ଷରୁ ଜାଲ ଦସ୍ତାବିଜ ଦେଇ

କଟକରେ ପୁଣି ନକଲି ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ଜବତ

ପୁଣି କଟକରେ ନକଲି ଖାଦ୍ୟ ଜିନିଷ ଠାବ ହୋଇଛି। ମାଲଗୋଦାମରୁ ପୁଣି ମିଳିଛି ନକଲି ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ। ଘଟଣା ବିଷୟରେ ଖବର ପାଇ ମାଲଗୋଦାମରେ ସିଏମସି ଏନଫୋର୍ସମେଣ୍ଟ ଟିମ ଚଢାଉ କରିଥିଲେ। ଅପମିଶ୍ରିତ ଲଙ୍କା, ଜିରାଗୁଣ୍ଡ ସହ ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି।

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ

ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ରୁଆ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କିଛି ଦୁର୍ବୁତ୍ତ ଅତି ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସସ୍ମିତା ବରାଳ। ସସ୍ମିତା ତାଙ୍କ ଦୋକାନରେ ବସିଥିବା

ପୁରୀ ର ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ପୁରୀ ର ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ। କଲେଜର ଡିନ ପ୍ରଥମବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର କରି ଏକ ଅଭିଯୋଗ ପୁରୀ ପେଣ୍ଠକଟା ମେରାଇନଥାନାରେ ଦେଇଛନ୍ତି। ପୁରୀ ପେଣ୍ଠକଟା ମେରାଇନ ଥାନାରେ ଏତଲାକୁ ଆଧାର କରି କେଶ କରାଯାଇଛି ଓ ତଦନ୍ତ ଆରମ୍ଭ କରାଯାଇଛି। ଦ୍ବିତୀୟ ବର୍ଷର

ନିଯୁକ୍ତି ପାଇବେ ୭୪୩୮ ନର୍ସିଂ ଅଫିସର : ଲାଗିଥିବା ରୋକ୍ ହଟାଇଲେ ହାଇକୋର୍ଟ

ନିଯୁକ୍ତି ପାଇବେ ୭୪୩୮ ନର୍ସିଂ ଅଫିସର । ଲାଗିଥିବା ରୋକ୍ ହଟାଇଲେ ହାଇକୋର୍ଟ । ୩୦ ଜିଲ୍ଲା ଓ ୩ଟି ମେଡିକାଲ କଲେଜରେ ନିଯୁକ୍ତି ହେବେ । ଏ ନେଇ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ମେ’୧ରେ ହାଇକୋର୍ଟ ରୋକ୍ ଲଗାଇଥିଲେ । ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ଯୋଗୁଁ

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳିତ ହେଉଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ରିମ୍ ସ୍କିମ୍‌ ନୂଆ ଯୋଜନା

MSME କ୍ଷେତ୍ରର ବିକାଶ ପାଇଁ ଆରମ୍ଭ ହେଲା ନୂଆ ଯୋଜନା । ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସ୍କିମ୍‌ ଫର୍ ରି-ଇମ୍ବରସମେଣ୍ଟ ଅଫ୍‌ ଇଣ୍ଟରେଷ୍ଟ ଟୁ MSME ବା ସ୍ରିମ୍‌ ସ୍କିମ୍‌ । MSME କ୍ଷେତ୍ରର ନିବେଶ ପାଇଁ ଋଣ ରିହାତି ଯୋଗାଇଦେବେ ରାଜ୍ୟ ସରକାର । ଯୋଜନା ଅନୁସାରେ MSME ସେକ୍ଟରରେ ୧୦ ଲକ୍ଷ