Odia News Portal

ଆଜି ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଅନୁଭୂତ

ଆଜି ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପ ଝଟକାର ତୀବ୍ରତା ୩.୬ ରହିଛି । ଆଜି ସକାଳ ୯ଟା ୫୫ ମିନିଟରେ ଭୂମିକମ୍ପର ଏହି ଝଟକା ହୋଇଛି ବୋଲି ରେକର୍ଡ କରାଯାଇଛି ।