ଅମିତ ରୋହିତ ଦାସଙ୍କୁ ଦେଢ଼ କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଏସୀୟ ହକି ସ୍ୱର୍ଣ୍ଣ ବିଜୟୀ ଅମିତ ରୋହିତ ଦାସଙ୍କ ପାଇଁ ପୁରସ୍କାର । ଭାରତୀୟ ଟିମ୍ର ଓଡ଼ିଆ ପୁଅ ରୋହିତ ଦାସଙ୍କ ପାଇଁ ପୁରସ୍କାର । ଅମିତ ରୋହିତ ଦାସଙ୍କ ପାଇଁ ଦେଢ଼ କୋଟିର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
