Odia News Portal

ଖୋଲିବ ରତ୍ନ ଭଣ୍ଡାର

୨୦୨୪ ରଥ ଯାତ୍ରା ସମୟରେ ଖୋଲିବ ରତ୍ନ ଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ଜିଲ୍ଲାପାଳଙ୍କ ସୂଚନା । ରତ୍ନଭଣ୍ଡାର ଖୋଲିବା ବେଳେ ASI ପକ୍ଷରୁ ଇନସ୍ପେସନ କରାଯିବ । ସୁପ୍ରିମ କୋର୍ଟ କିମ୍ବା ହାଇ କୋର୍ଟ ର ଅବସରପ୍ରାପ୍ତ ଜଜ ଉପସ୍ଥିତ ରହିବେ ।