Odia News Portal

ପ୍ରତାପ ସାମଲଙ୍କ ୧୧ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି

ପ୍ରତାପ ସାମଲଙ୍କ ୧୧ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି । ଓଡିଶା ପୋଲିସ ଗୃହ ନିର୍ମାଣ ନିଗମ ପୂର୍ବତନ ଡେପୁଟୀ ମ୍ୟାନେଜର ପ୍ରତାପ । ୧୧ କୋଟି ୩୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟାଚ୍ ହୋଇଥିବା ସୂଚନା । ପୂର୍ବରୁ ପ୍ରତାପଙ୍କ ଘରେ ରେଡ୍ କରି ୧୪ କୋଟିର ସମ୍ପତ୍ତି ପାଇଥିଲା  ଭିଜିଲାନ୍ସ । ଆୟ ବହିଭୂର୍ତ୍ତ ସମ୍ପତ୍ତି ଠୁଳ ନେଇ ପ୍ରତାପଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ।