ଆଉ ୨ ଚିତା ଶାବକଙ୍କ ମୃତ୍ୟୁ
ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରେ ୨ ଚିତା ଶାବକଙ୍କ ମୃତ୍ୟୁ । ଦୁଇ ଚିତା ଶାବକ ଦୁର୍ବଳ ହୋଇଥିବାର ଚିକିତ୍ସାଧୀନ ଥିଲେ । ନ୍ୟାସନାଲ ପାର୍କରେ ଚିତା ଶାବକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ମାର୍ଚ୍ଚ ୨୪ରେ ୪ଟି ଚିତା ଛୁଆ ଜନ୍ମ ହୋଇଥିଲେ । ଦକ୍ଷିଣ ଆଫ୍ରିକାର ଜଣେ ବଣ୍ୟଜନ୍ତୁ!-->…
