ସ୍ୱାସ୍ଥ୍ୟ ପକ୍ଷେ ହିତକର ପଣସ
ଗ୍ରୀଷ୍ମଋତୁରେ ମିଳୁଥିବା ଫଳ ଭିତରୁ ଗୋଟିଏ ହେଉଛି ପାଚିଲା ପଣସ । ପଣସକୁ କିଛି ଲୋକ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ନା ପସନ୍ଦ କରିଥାଆନ୍ତି । ଏଥିରେ ଭରପୁର ପରିମାଣରେ ଫାଇବର ରହିଛି । ଆପଣଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଏହା ନିହାତି ଆବଶ୍ୟକ । ଏହା ବ୍ୟତୀତ ପାଚିଲା ପଣସରେ!-->…
