Odia News Portal

ଝାରପଡା ଜେଲରେ ମହିଳା କଏଦୀଙ୍କ ଆତ୍ମହତ୍ୟା

ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ହତ୍ୟା ମାମଲାରେ ଗିରଫ ମହିଳା ବିଚାରଧୀନ ବନ୍ଦୀ ସୁକାନ୍ତି ଦାସ । ଆତ୍ମହତ୍ୟା ଉଦ୍ୟମ କରିଥିବା ସୁକାନ୍ତିଙ୍କୁ ହସ୍ତିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ…

ଭୁବନେଶ୍ୱରରେ ୟୁପି ଗ୍ୟାଙ୍ଗ

ଭୁବନେଶ୍ୱରରେ ଧରାପଡିଲେ ଉତ୍ତରପ୍ରଦେଶର ୪ ଅପରାଧୀ । ବାୱରିୟା ଗ୍ୟାଙ୍ଗର ୪ ଅପରାଧୀଙ୍କୁ ଧରିଲା ସ୍ପେଶାଲ ସ୍କ୍ୱାଡ୍ । ହାଇୱେ ରାହାଜାନୀ, ଘରେ ପଶି ଡକାୟତିରେ ସଂପୃକ୍ତି ଥିଲା ଗ୍ୟାଙ୍ଗ । କଟକ, ଭୁବନେଶ୍ୱର, ବାଲେଶ୍ୱରରେ ଗ୍ୟାଙ୍ଗ ନାଁରେ ମାମଲା ହୋଇଥିବା ସୂଚନା । ଗିରଫ ହୋଇଥିବା ୪…

ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ଗୁଣ୍ଡେରପୁରରେ ଥିବା ପାଇପ ଗୋଦାମ । କୌଣସି କାରଣରୁ ସକାଳ ୯ଟା ୩୦ରେ ହଠାତ୍ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ପୂରା ଗୋଦାମକୁ ନିଆଁ ବ୍ୟାପିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ପୂରା ଅଞ୍ଚଳ ଧୂଆଁମୟ ହୋଇ ଉଠିଥିଲା । ନିଆଁକୁ…

ନୂଆପଡ଼ାରେ ୫-ଟି ସଚିବଙ୍କ ପ୍ରକଳ୍ପ ସମୀକ୍ଷା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ନୂଆପଡ଼ା ଗସ୍ତରେ ଯାଇଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ନୂଆପଡ଼ା, ସିନାପାଲି, ଖରିଆର, ବୋଡେନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଗଡ଼ରମାଲଠାରେ ବୃହତ୍ ଉଠା…

ଶପଥ ଗ୍ରହଣ ପରେ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

ଆଜି ଶପଥ ଗ୍ରହଣ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଆରୁଖଙ୍କୁ ମିଳିଲା ଅର୍ଥ ବିଭାଗ ଦାୟିତ୍ୱସୁଦାମ ମାର୍ଣ୍ଡି ହେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀସାରଦା ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ରାଜ୍ୟର ତିନି ଜଣ ନୂଆ…

ନବୀନ ମନ୍ତ୍ରିମଣ୍ଡଳରେ ତିନି ନୂଆ ସଦସ୍ୟ

ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତିନି ବିଧାୟକ ନିଜ ନିଜ ଅଞ୍ଚଳର ଟାଣୁଆ ଓ ପ୍ରଭାବଶାଳୀ ନେତା ଭାବେ ଜଣାଶୁଣା। ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଥିବା ବିକ୍ରମ କେଶରୀ ଆରୁଖ ଲଗାତାର ୬ ଥର…

ଆଜି ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ, ବିକ୍ରମ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ହେବେ…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ । ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଗତକାଲି ୩ ବିଧାୟକଙ୍କୁ ଫୋନ୍ ଯାଇଛି । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖ, ବିଧାୟକ ସୁଦାମ ମାର୍‌ଣ୍ଡି ଓ ସାରଦା ନାୟକଙ୍କ ପାଖକୁ ନବୀନ ନିବାସରୁ…

 ନୂଆପଡ଼ା ଗସ୍ତରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍

 ନୂଆପଡ଼ା ଗସ୍ତରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ୧୩ଟି ସ୍ଥାନ ପରିଦର୍ଶନ କରିବା ସହ ୫ଟି ସ୍ଥାନରେ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଜଳସେଚନ, ଶିକ୍ଷା ସ୍ୱାସ୍ଥ୍ୟ ସେବା, ଗମନାଗମନ ଭଳି ଅନେକ…

ହିମାଚଳ ପ୍ରଦେଶରେ ଠାବ ହେଲା ପାକିସ୍ତାନ ବେଲୁନ

ଠାବ ହେଲା ପାକିସ୍ତାନୀ ବେଲୁନ। ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ନିକଟରେ ଏକ ପାକିସ୍ତାନୀ ବେଲୁନ୍ ଠାବ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଏହି ସନ୍ଦିଗ୍ଧ ବେଲୁନକୁ ଦେଖି ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି ବେଲୁନକୁ…

ରଥଯାତ୍ରାବେଳେ ଲାଇନ୍ କଟିବନି: ଶକ୍ତି ମନ୍ତ୍ରୀ

ରଥଯାତ୍ରାବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରଖିବାକୁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଦିନ ଶକ୍ତି ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାକୁ ନେଇ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ଯେ,…