ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପତ୍ନୀଙ୍କୁ ପଚରାଉଚରା
ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ପ୍ରକ୍ରିୟାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପତ୍ନୀ ପୂଜା ମିଶ୍ରଙ୍କୁ ସାମିଲ କରିଛି କ୍ରାଇମବ୍ରାଞ୍ଚ। ଆଜି ବଲାଙ୍ଗୀର ଟାଉନ ଥାନାରେ ପୂଜା ମିଶ୍ରଙ୍କୁ ପୁଲିସ ପଚରାଉଚରା କରିଛି। ମନୋଜ ପୂଜାଙ୍କ ବ୍ୟାଙ୍କ ଖାତାକୁ ବ୍ୟବହାର କରୁଥିବାର ତଥ୍ୟ!-->…
