ରାଜ୍ୟରେ ବିଭିନ୍ନ ସ୍ଥାନରେ ରେଡ୍, ଟିକସ ଫାଙ୍କିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ
ରାଜ୍ୟରେ ଆରମ୍ଭ ହେଲା ରେଡ । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚାଲିଛି ମାରାଥନ ରେଡ । ବାଲି, ପଥର, କ୍ରସର ବ୍ୟବସାୟ ସହ ସମ୍ପର୍କ ରଖିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି । ମୋଟା ଅଙ୍କର ଟିକସ ଫାଙ୍କିବା ଅଭିଯୋଗରେ ହୋଇଛି ଏହି ଚଢାଉ । ଏକାସାଙ୍ଗରେ!-->…
