ଖୁବ୍ ଶୀଘ୍ର ଅର୍ଡର ବାହାରିବ, ଉଚ୍ଛେଦ ହେବ ଚୁକ୍ତିଭିତ୍ତିକ ପ୍ରଥା
ଗତ ଶନିବାରରୁ ଲୋୟର ପିଏମଜିରେ ଧାରଣାରେ ବସିଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନେ ଆଜି ଆନ୍ଦୋଳନରୁ ହଟିପାରନ୍ତି। ଆଜି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ମନ୍ତ୍ରୀ ସମୀରରଂଜନ ଦାଶ କହିଛନ୍ତି, ଶିକ୍ଷକମାନଙ୍କ!-->…
