ନାସନାଲ୍ ଜୁ ଜିତ୍ସୁରେ ଓଡ଼ିଶାକୁ ୧୪ ପଦକ
ମଧ୍ୟପ୍ରଦେଶର ଦେୱାସଠାରେ ଗତ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ନାସନାଲ୍ ଜୁ ଜିତ୍ସୁ ପ୍ରତିଯୋଗିତାରେ ଓଡ଼ିଶାର ୧୧ ଜଣ ପ୍ରତିଯୋଗୀ ମୋଟ ୧୪ଟି ପଦକ ହାସଲ କରିଛନ୍ତି, ଯେଉଁଥିରେ ୭ଟି ସ୍ୱର୍ଣ୍ଣ ସହ ୨ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ୍ ପଦକ ରହିଛି । ଏଥିରେ ଅନୁପମା ସ୍ୱାଇଁ!-->…
