ଓଡ଼ିଶାରେ ଚିହ୍ନଟ ହେଲେ ୨୩ କରୋନା ରୋଗୀ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ଲୁଚକାଳି ଖେଳୁଛି । କେତେବେଳେ ବଢ଼ୁଛି ତ ଆଉ କେତେବେଳେ କମୁଛି । ଗତ ଦୁଇ ଦିନ ତଳେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୪୯ରେ ପହଞ୍ଚିଥିଲା । ଏପଟେ ଓଡ଼ିଶାରେ କେବଳ ଓମାଇକ୍ରନ୍!-->…
