Odia News Portal

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବେ ଦୀପାଳି ଦାସ । ଦିବଙ୍ଗତ ନେତା ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଳି ଦାସ । ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେବ ଉପନିର୍ବାଚନ । ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ…

ମଶାଧୂପ ଲଗାଇ ଶୋଇଥିଲେ ପୁରା ପରିବାର,ସକାଳୁ ମିଳିଲା ୬ଲୋକଙ୍କ ମୃତଦେହ

ମୃତ୍ୟୁ କେତେବେଳେ ଓ କେମିତି ଆସେ ତାହା କେହି ବି ପୂର୍ବାନୁମାନ କରିବା ସମ୍ଭବ ନୁହେଁ । କିଏ ରେଳ ତଳେ ଫଶି ବଞ୍ଚିଯାଉଛି ତ କିଏ ସାମାନ୍ୟ ଝୁଣ୍ଟିପଡି ମୃତ୍ୟୁବରଣ କରିଛି । ହେଲେ ଗତକାଲି ରାତିରେ ଗୋଟିଏ ପରିବାରର ୬ଜଣ ଲୋକ ଯେଭଳି ଭାବେ ମୃତ୍ୟୁବରଣ କରିଛନ୍ତି ତାହା ଆପଣଙ୍କୁ ଚକିତ…

ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱରରେ ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ ଛାତ୍ର ହିତେଂଶୁଙ୍କ ମୃତ୍ୟୁ ହୋଇଛି । ଫକୀର ମୋହନ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ହେଉଛନ୍ତି ହିତେଂଶୁ । କାହିଁକି ଓ କେମିତି ଛାତରୁ ପଡିଲେ କାରଣ ଅସ୍ପଷ୍ଟ । ଶିଳ୍ପାଞ୍ଚଳ ପୋଲିସ ଘଟଣାର ତଦନ୍ତ କରୁଛି…

ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ

ମହାନଦୀ ଜଳ ବିବାଦ ନେଇ ଗୃହରେ ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ। ସେ କହିଛନ୍ତି, ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ ଏକତରଫା ଓ ବେଆଇନ ଭାବେ ପାଣିକୁ ଅଟକାଉଛି। ଛତିଶଗଡ଼ ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଛି। ୬ଟି ବିଶାଳକାୟ…

ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢ଼ାଉ । ଫାର୍ମାସୀ ଷ୍ଟୋର ନିଲାମୀ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ସିବିଆଇ ଏହି ଚଢ଼ାଉ କରିଥିବା ଜଣାପଡିଛି । ଦୁଇଟି ଟିମରେ ୮ ଜଣ ଅଧିକାରୀ ଆସି ଚଢ଼ାଉ କରିବା ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି । ଅଭିଯୋଗ ନେଇ ବରିଷ୍ଠ…

ହାଜତ ମୃତ୍ୟୁ ଘଟଣା,ରିପୋର୍ଟ ତଲବ କଲେ ଜାତୀୟ ମାନବ ଅଧିକାର କମିଶନ

ବଡମ୍ବା ଜଙ୍ଗଲ ବିଭାଗ ହାଜତରେ ମୃତ୍ୟୁ ଘଟଣା। ଜାତୀୟ ମାନବ ଅଧିକାର କମିଶନଙ୍କ ରିପୋର୍ଟ ତଲବ। କଟକ ଜିଲ୍ଲାପାଳ ଓ ପିସିସିଏଫ୍ ଙ୍କୁ ରିପୋର୍ଟ ତଲବ କରାଯାଇଛି। ସୂଚନାନୁଯାୟୀ, ବଡମ୍ବାର ଧନେଶ୍ୱର ବେହେରାଙ୍କ ମୃତ୍ୟୁ ହୋଇଥିଲା। ଚାରି ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ପାଇଁ…

ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଜେପି ବିଧାୟକ

ରାଜ୍ୟ ବିଧାନସଭା ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଅଶ୍ଲୀଳ ଭିଡିଓ ଦେଖିଲେ ବିଧାୟକ। ତ୍ରିପୁରାର ଜଣେ ବିଜେପି ବିଧାୟକ ବିଧାନସଭା‌ରେ ଅଶ୍ଳୀଳ ଭିଡିଓ ଦେଖୁଥିବା ସାମ୍ନାକୁ ଆସିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ…

ଦେବୀ ନଦୀରେ ପୁଣି ଅଘଟଣ: ୨ ଉଦ୍ଧାର, ଜଣେ ନିଖୋଜ

ପୁରୀ ଜିଲ୍ଲା କାକଟପୁର ନିକଟ ଦେଇ ପ୍ରବାହିତ ‘ଦେବୀ ନଦୀ’ରେ ପୁଣି ଥରେ ଅଘଟଣ ଘଟିଛି। ଗାଧୋଇବା ବେଳେ ଗୁରୁବାର ତିନିଜଣ ସାଙ୍ଗ ଜଳର ସ୍ରୋତରେ ଭାସିଯାଇଛନ୍ତି। ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ହେଲେ ସେକ୍‌ ଦାନିବ (୧୭)। …

କଟକରେ ସପିଂ ମଲରେ ପୋଲିସର ଚଢାଉ, ବିପୁଳ ପରିମାଣର ଏକ୍ସପାରୀ ସାମଗ୍ରୀ ଜବତ 

କଟକ ବାଦାମବାଡ଼ି ଥାନା ପୋଲିସ ଭି ବଜାର ସପିଂ ମଲରେ ଚଢାଉ କରିଛି। ଚଢ଼ାଉ ସମୟରେ ବହୁ ପରିମାଣର ଏକ୍ସପାରୀ ଜିନିଷ ଜବତ କରିଛି ପୋଲିସ । ଜଣେ ଗ୍ରାହକଙ୍କ ଅଭିଯୋଗ ଆଧାରରେ ପୋଲିସ ମଲରେ ଚଢାଉ କରିଛି । ଏଥିରେ ନାମୀଦାମୀ ବ୍ରାଣ୍ଡର ବିସ୍କୁଟ, କାଜୁ, ମିଶ୍ଚର୍ ଓ ଅନ୍ୟାନ୍ୟ ଜିନିଷ ରହିଛି ।…

ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି: ଆଜି ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

ଆଜି ଚୈତ୍ର ଶୁକ୍ଳ ରାମନବମୀ ତିଥିରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ। ଶ୍ରୀମନ୍ଦିରକୁ ମଧ୍ୟାହ୍ନଧୂପ ଛେକ ପ୍ରବେଶ ପରେ ପରେ ଏହି ନୀତି ପାଳନ କରାଯିବ। ଶ୍ରୀମନ୍ଦିର ଦ୍ବାର ବନ୍ଦ କରି ଜନ୍ମ ନୀତି ସଂପାଦନ କରାଯିବ। ଏଥିପାଇଁ ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ…