ଶ୍ରୀରାମନବମୀ ପାଳନ ପଛରେ କ’ଣ ରହିଛି ମୂଳ ଉଦ୍ଦେଶ୍ୟ
ବାପା ମାଆଙ୍କ କଥା କିପରି ପାଳନ କରାଯାଏ ତାହା ପ୍ରଭୁ ଶ୍ରୀରାମଙ୍କ ଠାରୁ ଶିଖିବା ଉଚିତ୍ । ବଡ ଭାଇଙ୍କୁ କିଭଳି ସମ୍ନାନ ଦେବା ଏବଂ ତାଙ୍କ ପ୍ରତ୍ୟେକ କଥାକୁ ମାନିବା ଏହା ଲକ୍ଷ୍ମଣ ଓ ଭରତଙ୍କ ଠାରୁ ଶିଖିବା ଉଚିତ୍ । ସ୍ୱାମୀଙ୍କ ସହ ସୁଖ, ଦୁଃଖ ସବୁ ପରିସ୍ଥିତି ଛିଡା ହେବା ଏହା ଦେବୀ!-->…
