Odia News Portal

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୯ ବିରୋଧୀ ଦଳ ନେତା

ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ୯ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି। ସେମାନଙ୍କ ନେତାମାନଙ୍କୁ ଫସାଇବା ପାଇଁ ଏହି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବ୍ୟବହାର କରାଯାଉଥିବା ସେମାନେ…

ବଢ଼ୁଛି ଥଣ୍ଡା, କାଶ, ଜ୍ୱର ସଂକ୍ରମଣ: କେନ୍ଦ୍ର ଜାରି କଲା ସତର୍କ ସୂଚନା

ଗତ ୨ବର୍ଷ ଧରି କୋଭିଡ ସହିତ ସଂଘର୍ଷ କରୁଥିବା ଲୋକମାନଙ୍କ ପାଇଁ ଇନଫ୍ଲୁଏଞ୍ଜା ସଂକ୍ରମଣ ଚିନ୍ତା ବଢ଼ାଇଛି। ଦେଶବ୍ୟାପୀ ଗତ ୨ ମାସ ମଧ୍ୟରେ ଇନଫ୍ଲୁଏଞ୍ଜା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଇନଫ୍ଲୁଏଞ୍ଜା କାରଣରୁ ଲୋକମାନଙ୍କଠାରେ ପ୍ରବଳ ଜ୍ବର ଓ ଥଣ୍ଡା ସାଙ୍ଗକୁ ଦୀର୍ଘଦିନ ଧରି…

କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରତିକ୍ରିୟା ରଖିଲେ ଦୀପାଳି, କହିଛନ୍ତି ପରିବାରକୁ ନିଶ୍ଚିତ ନ୍ୟାୟ ମିଳିବ

ନବ ଦାସଙ୍କ ହତ୍ୟା ପରେ ଖାଲି ପଡ଼ିଛି ଝାରସୁଗୁଡ଼ା ବିଧାନସଭା ଆସନ । ଖୁବଶୀଘ୍ର ସେଠାରେ ଉପନିର୍ବାଚନ ହେବ । ଏହାକୁ ନେଇ ଉଷ୍ଣ ହେଲାଣି ଝାରସୁଗୁଡ଼ା ରାଜନୈତିକ ପାଣିପାଗ । ଉପନିର୍ବାଚନରେ ବିଜେଡି ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ସେ ଏବେ ଗ୍ରାଉଣ୍ଡକୁ…

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଭାରତ ବିକାଶର ପ୍ରଶଂସା କଲେ ବିଲ ଗେଟସ୍

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍‌ସ ଭାରତର ପ୍ରଗତି ଓ ନବୋଦ୍ଭାବନ ଉପରେ ଆଲୋଚନା କରିଥିଲେ। ଏହାଦ୍ବାରା ସମଗ୍ର ପୃଥିବୀ ଉପକୃତ ହେଉଛି ବୋଲି ସେ କହିଥିଲେ। ସେ ତାଙ୍କ ସଦ୍ୟତମ ବ୍ଲଗ୍ ‘ଗେଟ୍‌ସନୋଟ୍‌ସ’ରେ ଲେଖିଛନ୍ତି ଯେ…

ଋୁଷକୁ ସାମରିକ ସହାୟତା ଯୋଗାଇବ ଚୀନ

ପ୍ରାରମ୍ଭିକ ଆମେରିକୀୟ ଗୋଇନ୍ଦା ସୂଚନା ଅନୁସାରେ ୟୁକ୍ରେନ୍ ବିରୋଧରେ ଲଢ଼ିବା ଲାଗି ଚୀନ୍ ମାରାତ୍ମକ ଅସ୍ତ୍ରଶସ୍ତ୍ର ରୁଷ୍‌କୁ ଦେବାକୁ ଚିନ୍ତା କରୁଛି। ଏହି ଗୋପନୀୟ ସୂଚନା ବାଇଡେନ ପ୍ରଶାସନରେ ଚିନ୍ତା ଉଦ୍ରେକ କରିଛି। କାରଣ ଯଦି ସୂଚନା ସତ ହୁଏ ଏବଂ ଚୀନ୍ ରୁଷ୍‌କୁ ଅସ୍ତ୍ରଶସ୍ତ୍ରରେ…

ଡାକୋଟାକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସରିଲା ଅପେକ୍ଷା । ବିଜୁ ଜୟନ୍ତୀରେ ବିଜୁବାବୁଙ୍କ ପ୍ରିୟ ଡାକୋଟାକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦର ପରିସରରେ ’ଡାକୋଟା’ ଲୋକାର୍ପିତ । ଆଜିଠୁ ବିଜୁ ବାବୁଙ୍କ ପ୍ରିୟ ଡାକୋଟାକୁ ଦେଖିଲେ ଓଡ଼ିଶାବାସୀ । ପ୍ରବାଦ ପୁରୁଷଙ୍କ ବୀରତ୍ବର ମୁକସାକ୍ଷୀ…

ବିଶ୍ବର ଧନୀ ରାଷ୍ଟ୍ରଗୁଡ଼ିକ ଗରିବ ଦେଶଗୁଡ଼ିକର ତଣ୍ଟି ଚିପୁଛନ୍ତି; ଜାତିସଂଘ ମହାସଚିବ

ବିଶ୍ବର ଧନୀ ରାଷ୍ଟ୍ରଗୁଡ଼ିକ ଅତ୍ୟଧିକ ସୁଧହାର ଓ ତେଲମୂଲ୍ୟ ବୃଦ୍ଧି ମାଧ୍ୟମରେ ଗରିବ ଦେଶଗୁଡ଼ିକର ତଣ୍ଟି ଚିପୁଛନ୍ତି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଶନିବାର ଅଭିଯୋଗ କରିଛନ୍ତି। ଦୋହାଠାରେ ଅନୁଷ୍ଠିତ ସବୁଠୁ ବଞ୍ଚିତ ଦେଶଗୁଡ଼ିକର ଶିଖର ସମ୍ମିଳନୀରେ ଗୁଟେରସ କହିଲେ ଯେ…

ଏପ୍ରିଲରୁ ବିକ୍ରି ହୋଇପାରିବନି ୪ ଡିଜିଟ ହଲମାର୍କ ଥିବା ସୁନାଗହଣା

ଆସନ୍ତା ମାସ ପହିଲାରୁ ଦେଶରେ ସୁନା ବିକ୍ରି ନିୟମ ବଦଳିବ। ୪ ଡିଜିଟ୍‌ ହଲମାର୍କ ଥିବା ସୁନା ଗହଣା ବିକ୍ରି କରାଯାଇ ପାରିବ ନାହିଁ। ଏହା ପରିବର୍ତ୍ତେ ୬ ଡିଜିଟ୍‌ ବିଶିଷ୍ଟ ହଲମାର୍କ ଥିବା ସୁନା ଗହଣା ବିକ୍ରି ହେବ। ସୁନା ଗହଣାର ଶୁଦ୍ଧତାକୁ କଡ଼ାକଡ଼ି କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି…

କରୋନା ଟିକା ବିକାଶ କରିଥିବା ରୁଷ୍ ବୈଜ୍ଞାନିକଙ୍କୁ ହତ୍ୟା

ରୁଷ୍‌ର ସ୍ପୁଟନିକ ଭି କରୋନା ଟିକା ବିକାଶ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା ରୁଷ୍‌ ବୈଜ୍ଞାନିକ ଆଣ୍ଡ୍ରେ ବୋଟିକଭ୍‌ଙ୍କୁ ହତ୍ୟା କରାଯାଇଛି। ବେଲ୍ଟ ଦ୍ବାରା ତାଙ୍କୁ ଶ୍ବାସରୁଦ୍ଧ କରି ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ୪୭ ବର୍ଷୀୟ ବୋଟିକଭ୍‌ ଗମଲେୟା ନେସନାଲ ରିସର୍ଚ୍ଚ‌…

ଚୀନ ସଂକ୍ରାନ୍ତରେ ସତର୍କ କରାଇଲେ ନିକି ହାଲି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିବା ରିପବ୍ଲିକାନ ପାର୍ଟି ନେତ୍ରୀ ନିକି ହାଲି ଦଳର ଶୀର୍ଷ ବାର୍ଷିକ କାର୍ଯ୍ୟକ୍ରମରେ ଉଦ୍‌‌‌ବୋଧନ ଦେଇ ଚୀନ୍‌ ସଂକ୍ରାନ୍ତରେ ସତର୍କ କରାଇଛନ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ରାଜନେତା ନିକି ଲଗାତାର ଆମେରିକାର ବିଦେଶ ନୀତି ଉପରେ ଫୋକସ୍‌…