Odia News Portal

ଜୀବନ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ୱ

ପ୍ରତିଟି ଜୀବନ ମୂଲ୍ୟବାନ । ଜୀବନ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଦେଇ ଆସୁଛନ୍ତି ସର୍ବାଧିକ ଗୁରୁତ୍ବ । ସେଥିପାଇଁ ଏଥର ରାଜ୍ୟ ବଜେଟ୍‌ରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ଜୀବନ ରକ୍ଷା ପାଇଁ ବାହକ ଆମ୍ବୁଲାନ୍ସର ବେଗକୁ ବଢ଼ାଇ ଦିଆଯାଇଛି । କଲ୍ ମିଳିବାର ୨୦…

ନାଟୁ ନାଟୁ ଗୀତରେ ଝୁମିଲେ ଦକ୍ଷିଣ କୋରିଆ ଦୂତବାସ କର୍ମଚାରୀ, ଟୁଇଟରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

‘ରୌଦ୍ରମ୍‌ ରଣମ୍‌ ରୁଧିରମ୍‌’ (ଆର୍‌ଆର୍‌ଆର୍‌) ଗୀତ ଛନ୍ଦରେ ଦକ୍ଷିଣ କୋରିଆ ଦୂତାବାସ କର୍ମଚାରୀମାନେ ପ୍ରଦର୍ଶନ କରିଥିବା ନୃତ୍ୟର ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ଆସିଛି। ସେମାନଙ୍କର ସମ୍ମିଳିତ ଉଦ୍ୟମକୁ…

ଆଦିବାସୀ ବୈଦ୍ୟଙ୍କୁ ଆମେରିକାରୁ ଆସିଛି ଡାକରା

କୋରାପୁଟ ଜିଲା ସେମିଳିଗୁଡ଼ାର ଆଦିବାସୀ ବୈଦ୍ୟଙ୍କୁ ଆମେରିକାରୁ ଆସିଛି ଡାକରା। ୱାଶିଂଟନରେ ଜୈବ ବିବିଧତା ଓ ଜଳବାୟୁ ପରିବର୍ତ୍ତନ ଉପରେ ଉଦ୍‌ବୋଧନ ଦେବାକୁ ତାଙ୍କୁ ଡାକରା ଆସିଥିବା ଜଣାଯାଇଛି। ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିବା ହରି ପାଠରେ କମ୍‌ ଥିଲେ ମଧ୍ୟ ଔଷଧୀୟ ଗୁଳ୍ମଲତା ଉପରେ…

ମନ୍ କି ବାତରେ କମଳାଙ୍କୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ

‘ଆବର୍ଜନାରୁ ସମ୍ପଦ’ ହେଉଛି ‘ସ୍ବଚ୍ଛ ଭାରତ ଅଭିଯାନ’ର ଗୋଟାଏ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ବୋଲି ଆଜି ‘ମନ୍‌ କୀ ବାତ୍‌’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବୟଂ ସହାୟକ ‌ସଙ୍ଗଠନ ଚଳାଉଥିବା…

କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ

ରାସ୍ତା ଉପରେ ଗାଡି ରଖିବାକୁ ମନା କରିବାକୁ କନେଷ୍ଟବଳକୁ ମାଡ଼ । ଭୁବନେଶ୍ୱର ଭିଏସଏସ୍‌ ନଗର ଏକ ମାଂସ ଦୋକାନ ଆଗରେ ଘଟିଛି ଘଟଣା ।ଖବର ଅନୁଯାୟୀ, ଭିଏସ୍‌ଏସ୍‌ ନଗରରେ ଥିବା ଏକ ମାଂସ ଦୋକାନ ବିବାଦ ଦେଖାଦେଇଥିଲା । ରାସ୍ତା ଉପରେ ଗାଡି ରଖିବାକୁ ମନା କରିଥିଲେ ଭିଏସ୍‌ଏସ୍‌ ନଗର ଫାଣ୍ଡିର…

ହିରୋରୁ ହେବେ ଫାଦର, ‘ବାପା ସୁପରମ୍ୟାନ’ରେ ଫେରୁଛନ୍ତି ସିଦ୍ଧାନ୍ତ ମହାପାତ୍ର

ବାପା ଭୂମିକାରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର। ଏହା ବୋଧେ ପ୍ରଥମ ଥର ପାଇଁ। ସନ୍ତାନର ଭବିଷ୍ୟତ ଉଜ୍ବଳମୟ କରି ଗଢ଼ିତୋଳିବା ପାଇଁ ବିଶେଷ କରି ବାପା ଓ ମା’ଙ୍କର ଭୂମିକା ଥାଏ। ପୁଅଟି ଯୋଗ୍ୟ ଏବଂ ଦକ୍ଷତା ସମ୍ପନ୍ନ ହେବାରେ ଯେ ବାପାଙ୍କ ଭୂମିକା ଅଧିକ ଥାଏ କିଏ ଜାଣୁ କି ନ ଜାଣୁ ତାହା…

ଅଭିନୟରୁ ଅବସର ନେବେ ସାଉଥ ଅଭିନେତ୍ରୀ ନୟନତାରା

ସାଉଥର ଲେଡି ସୁପରଷ୍ଟାର ଅଭିନେତ୍ରୀ ନୟନତାରା। ସେ ଆଉ ଅଭିନୟ କରିବେ ନାହିଁ। ସେ ନିଜ ଫ୍ୟାନ୍‌ମାନଙ୍କୁ ଦେଇଛନ୍ତି ଜୋରଦାର ଝଟ୍‌କା। ନୟନତାରା ଅଭିନୟ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକଥା ଆମେ କହୁନୁ, ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି। ସାଉଥର ଏହି ଲେଡି…

କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲା,୪ ଦିନିଆ ରିମାଣ୍ଡରେ ବାବୁରାମ

ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ । ୪ ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ୍‌ ଜେରା କରୁଛି ବାଲେଶ୍ୱର ପୋଲିସ । ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ଖୋଳତାଡ ଚାଲିଛି । ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ି କ୍ଷେପଣାସ୍ତ୍ର ଘାଟିର…

ଶ୍ରେଷ୍ଠ ଖେଳାଳୀ ଦୌଡରେ ଭାରତୀୟ ମହିଳା କ୍ରିକେଟର ରିଚା

ଭାରତୀୟ ୱିକେଟ୍‌ରକ୍ଷକ-ବ୍ୟାଟର ରିଚା ଘୋଷ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଭାରତ ସେମିଫାଇନାଲ୍‌ରେ ପରାଜୟ ସହ ବିଦାୟ ନେଇଥିଲା ବେଳେ ରିଚା କିନ୍ତୁ ୬୮ ହାରରେ ୧୬୮ ରନ୍‌ କରିଥିଲେ। ଇଂଲଣ୍ଡଠୁ ମାତ୍ର ୫ ରନ୍‌ରେ ଦଳ…

ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ଗୁପ୍ତ ତଥ୍ୟ ବିଷୟରେ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାଠାରେ ରହିଛି ଗୁପ୍ତେଶ୍ଵର ମହାଦେବ ମନ୍ଦିର। ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ। ଏହା ଜୟପୁର ସହରଠାରୁ ୫୮ ଓ କୋରାପୁଟଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାକୃତିକ ଶୋଭାରାଜିରେ ଆଚ୍ଛାଦିତ ଏହି ସ୍ଥଳୀ ଶୀତ ଦିନିଆ ପିକ୍‌ନିକ୍ ପାଇଁ ଏକ ଉତ୍ତମ ସ୍ଥାନ…