ସ୍ୱାମୀ, ଶାଶୂଙ୍କୁ ହତ୍ୟାକଲା ବୋହୂ
ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଆଉ ଏକ ଲୋହଟାଙ୍କୁରା ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ, ଶାଶୁଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଲା ବୋହୂ । ଆଉ କଟା ଖଣ୍ଡକୁ ଫ୍ରିଜରେ ରଖି ପରେ ବିଭିନ୍ନ ସ୍ଥାନରେ ଫୋପାଡିଲା । ଏଭଳି ଏକ ଚାଞ୍ଚଲ୍ୟକର!-->…
