Odia News Portal

ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଯୁବକକୁ ୨୦ବର୍ଷ ଜେଲ

କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଶନିବାର ଏକ ଶିଶୁ କନ୍ୟା ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି ।କେନ୍ଦୁଝର ସଦର ଥାନା ଅଞ୍ଚଳରେ ମାମୁ ଘରକୁ ବୁଲି ଆସିଥିବା ଶିଶୁକୁ ୨୦୧୭ମସିହାରେ ଘନଶ୍ୟାମ ପାତ୍ର ନାମକ ଯୁବକ ଟେକି ନେଇ ଦୁଷ୍କର୍ମ କରିଥିଲା ।…

ଜେଲରେ ରହିବାରେ ମୋର କିଛି ଯାଏ ଆସେ ନାହିଁ : ସିସୋଦିଆ

କିଛି ମାସ ଜେଲ୍‌ରେ ରହିବାକୁ ପଡ଼ିଲେ ତାଙ୍କର କିଛି ଯାଏଆସେ ନାହିଁ ବୋଲି ଆଜି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ‘ଆମ୍‌ ଆଦ୍‌ମୀ ପାର୍ଟି’ର ନେତା ମନୀଷ ସିସୋଦିଆ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଜେରା କରିବା ଲାଗି ‘ସିବିଆଇ’…

ଶେଷ ହେଲା ଜି-୨୦ ବୈଠକ, ହେଲେ ୟୁକ୍ରେନ ଯୁଦ୍ଧ ପସଙ୍ଗରେ ମିଳିଲାନି ସର୍ବସମ୍ମତି

ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ କୌଣସି ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ ବିନା ବେଙ୍ଗାଲୁରୁରେ ଶୁକ୍ରବାର ଦିନ ଶେଷ ହୋଇଛି ‘ଗ୍ରୁପ୍‌ ଅଫ୍‌ ୨୦’ ଅଗ୍ରଣୀ ଅର୍ଥନୀତିମାନଙ୍କ ଅର୍ଥନୈତିକ ମୁଖ୍ୟମାନଙ୍କ ବୈଠକ। ୟୁକ୍ରେନ୍‌ ସହିତ ଯୁଦ୍ଧ କରୁଥିବାରୁ ଅଧିକାଂଶ ରାଷ୍ଟ୍ର ମସ୍କୋକୁ ନିନ୍ଦା କରିଥିଲେ…

ଏଣିକି ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ପାଇବେ ସରକାରୀ ସ୍କୁଲ ପିଲା

ଏଣିକି ମାଗଣାରେ ଷ୍ଟୁଡେଣ୍ଟ ଡାଏରୀ ପାଇବେ ସରକାରୀ ସ୍କୁଲ ପିଲା । ପ୍ରଥମ ପର୍ୟ୍ୟାୟରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ପିଲାମାନଙ୍କୁ ଏହି ଡାଏରୀ ମିଳିବ । ଯେଉଁଥିରେ ଘରୋଇ ସ୍କୁଲ ଭଳି ପିଲାଙ୍କୁ ହୋମୱାର୍କ ଓ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ସେ ନେଇ ଉଲ୍ଲେଖ ରହିବ । ଯାହା ଫଳରେ ଅଭିଭାବକମାନେ…

‘ପଞ୍ଜାବ ବଚାଓ’ ଟ୍ରେଣ୍ଡରେ ଖଲିସ୍ତାନକୁ କଡା ବାର୍ତ୍ତା; ପାକିସ୍ତାନ ଓ ଆଫଗାନିସ୍ତାନ ଜିତ ତାପରେ ପଞ୍ଜାବ ଆସିବ

ଖଲିସ୍ତାନୀ ନେତା ଅମୃତପାଲ ସିଂହଙ୍କ ହଜାର ହଜାର ସମର୍ଥକ ପଞ୍ଜାବର ଏକ ଥାନା ଉପରେ ଆକ୍ରମଣ କରିବା ପରଠାରୁ ‘ଖଲିସ୍ତାନ’ ପ୍ରସଙ୍ଗ ଦେଶରେ ପୁଣି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ସୋସିଆଲ ମିଡିଆରେ ଅମୃତପାଲ ସିଂହ ଓ ‘ପଞ୍ଜାବ ବଚାଓ’ ଭଳି ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ…

ସୁଧୁରିନି ତୁର୍କୀ ପରିସ୍ଥିତି, ଛାରକାର ପରେ ଚାଲିଛି ପୁନଃପ୍ରସ୍ତୁତି

ତୁର୍କୀରେ ଭୟଙ୍କର ଭୂକମ୍ପ ସବୁକିଛି ଛାରଖାର କରିଦେବାପରେ ତୁର୍କୀ ଏବେ ନୂଆ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି। ଭୂକମ୍ପ ଯୋଗୁଁ ଘର ହରାଇ ଦେଇଥିବା ୧୫ ଲକ୍ଷ ଲୋକଙ୍କ ପାଇଁ ଘର ନିର୍ମାଣ ଯୋଜନା ଆରମ୍ଭ ହୋଇଛି। କିନ୍ତୁ ଭୂକମ୍ପର ପ୍ରକୋପ ଏଯାଏଁ ସରିନି। ଶନିବାର ତୁର୍କୀରେ ପୁଣି ୫.୩…

ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି

ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି। ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ବଢ଼ିବ ତାତି। ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର କରିବ। ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ ଏଭଳି…

ଦେଶରେ ଅସୁରକ୍ଷିତ ମହାବଳ

୫୦ ଦିନରେ ୩୦ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି। ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଦେଶରେ ଏଭଳି ଘଟିଛି। ୨୦୨୩ ଜାନୁଆରି ପହିଲାରୁ ଫେବ୍ରୁଆରି ୧୯ ମଧ୍ୟରେ ଏତେ ସଂଖ୍ୟକ ମହାବଳଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟରୁ…

ଶିକ୍ଷକ ଅଭାବ ଦୂର କରିବ ଶିକ୍ଷା ବଜେଟ୍‌; ପ୍ରଥମ ପର୍ୟ୍ୟାୟରେ ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

ରାଜ୍ୟ ବଜେଟ୍‌ରେ ସମାଧାନ ହେବ ଶିକ୍ଷକ ଅଭାବ ସମସ୍ୟା । ହାଇସ୍କୁଲରେ ନିଯୁକ୍ତି କରାଯିବ ଶିକ୍ଷକ । ଖୁବ୍‌ଶୀଘ୍ର ପ୍ରାଥମିକ ସ୍କୁଲରେ ବ୍ୟାପକ ଶିକ୍ଷକ ନିଯୁକ୍ତି କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ ।…

ପଶ୍ଚିମବଙ୍ଗର କେନ୍ଦ୍ରମନ୍ତ୍ରୀ ନୀଶୀଥଙ୍କ ଉପରେ ଆକ୍ରମଣ

ପଶ୍ଚିମବଙ୍ଗର କୁଚ ବିହାରରେ କେନ୍ଦ୍ରମନ୍ତ୍ରୀ ନୀଶୀଥ ପ୍ରାମାଣିକଙ୍କ କନଭୟ ଉପରେ ଆକ୍ରମଣ ହୋଇଛି। ଟିଏମ୍‌ସି ସମର୍ଥିତ ଗୁଣ୍ଡାଙ୍କ ଦ୍ବାରା ଏହି ଆକ୍ରମଣ ହୋଇଛି ବୋଲି ବିଜେପି କହିଛି। କେନ୍ଦ୍ର ଗୃହ ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପ୍ରାମାଣିକ କୁଚ ବିଚାରର ଦିନହାଟରେ ଦଳୀୟ…