Odia News Portal

ବିପୁଳ ମାତ୍ରାରେ ଗଞ୍ଜେଇ ସହ ଗାଡି ଜବତ କଲା ପୋଲିସ

 ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣକୁ ନେଇ ନିୟମିତ ପେଟ୍ରୋଲିଂ ସମୟରେ ବିପୁଳ ମାତ୍ରାରେ ଗଞ୍ଜେଇ, ଗାଡି ଓ ଚାଲାଣକାରୀ ଧରା ପଡୁଛନ୍ତି। ଏହି କ୍ରମରେ ସମ୍ବଲପୁର ଅବକାରୀ ବିଭାଗର ଇଆଇବି ୟୁନିଟ ପକ୍ଷରୁ ରବିବାର ସକାଳ ସମୟରେ ପେଟ୍ରୋଲିଂ ସମୟରେ ୧ କ୍ୱିଣ୍ଟାଲ ଗଞ୍ଜେଇ

ଛଟେଇ କରିବାର ପ୍ରଶ୍ନ ହିଁ ଉଠୁନାହିଁ, ବରଂ ଷ୍ଟାଟଅପରେ ଛଟେଇ ହୋଇଥିବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ : ଟିସିଏସ

ବିଶ୍ବର ପ୍ରମୁଖ ଟେକନଲୋଜୀ କମ୍ପାନିମାନେ ଛଟେଇ କରୁଥିବାବେଳେ ଭାରତର ସବୁଠାରୁ ବଡ଼ ଆଇଟି କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ପକ୍ଷରୁ ଏକ ଆଶାଜନକ ବୟାନ ଆସିଛି । ଟିସିଏସ ପକ୍ଷରୁ କୁହାଯାଇଛି ଯେ କୌଣସି କର୍ମଚାରୀଙ୍କୁ ଛଟେଇ କରିବା ସମ୍ପର୍କରେ ବିଚାର କରାଯାଉନାହିଁ । କେବଳ

ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ନୂତନ କୂଳପତି ହେଲେ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ  ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତିନି ବର୍ଷ ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର

ବଜେଟ ୨୦୨୩: ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ

IPhone ପାଇଁ ଡେଲିଭରୀ ବଏଙ୍କୁ ହତ୍ୟା

କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ଆଇଫୋନ୍‌ ପାଇଁ ଏକ କମ୍ପାନୀର ଡେଲିଭରୀ ବଏଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। କାହିଁକି ନା, ଯୁବକ ଜଣକ ଅନଲାଇନରେ ମଗାଇଥିବା ଆଇଫୋନର ପଇସା ଦେବାକୁ ଅସମର୍ଥ ଥିଲେ। ମିଳିଥିବା ସୂଚନା ମୁତାବକ, ଏଠାରେ ରହୁଥିବା ୨୦

ନିର୍ବାଚନ କମିଶନ ଆଦେଶକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଛି ‘ଉଦ୍ଧବ ଠାକରେ ଶିବସେନା’

ଦଳର ନାଁ ‘ଶିବସେନା’ ଓ ସଙ୍କେତ ‘ଧନୁଶର’କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀକୁ ଦେବା ଲାଗି ନିର୍ବାଚନ କମିସନ୍‌ ଦେଇଥିବା ଆଦେଶକୁ ଆଜି ‘ଉଦ୍ଧବ ଠାକ୍‌ରେ ଶିବସେନା’ (ୟୁବିଟି) ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରିଛି। ଉଦ୍ଧବ ଗୋଷ୍ଠୀ ଏହି

ବଲାଙ୍ଗିରରେ ବିଜେଡି ରାଲି

ବିଧାୟକ ନରସିଂହ ମିଶ୍ରଙ୍କ ବିରୋଧରେ ବିଜେଡିରେ ରାଲି ପ୍ରଦର୍ଶନ । ବିଧାୟକଙ୍କ ହିଂସାତ୍ମକ ଆଚରଣ ପ୍ରଦର୍ଶନ ଅଭିଯୋଗ ସମାବେଶ ପାଇଁ ପ୍ରଦର୍ଶନ ଜାରି । ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତି ସିଂହଙ୍କ ସମେତ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ୟୁନିସେଫ ଇଣ୍ଡିଆର ରାଷ୍ଟ୍ରୀୟ ଆମ୍ବାସାଡାର ହେଲେ ଆୟୁଷ୍ମାନ ଖୁରାନା

ୟୁନିସେଫ ଇଣ୍ଡିଆ ଆଜି ପ୍ରସିଦ୍ଧ-ବଲିଉଡ ତାରକା ଆୟୁଷ୍ମାନ ଖୁରାନାଙ୍କୁ ରାଷ୍ଟ୍ରୀୟ ଆମ୍ବାସାଡାର ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି। ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ତାରକା ୟୁନିସେଫ୍ ସହିତ ହାତ ମିଳାଇ ପ୍ରତ୍ୟେକ ଶିଶୁର ବଞ୍ଚିବା, ବଢିବା , ସୁରକ୍ଷିତ ରହିବା ତଥା ସେମାନଙ୍କ

ଆଇସିସି ୱାଲ୍ଡ ଟେଷ୍ଟ ଚାମ୍ପିୟନସିପ; ଫାଇନାଲର ନିକଟତର ହେଲା ଭାରତ

ଦିଲ୍ଲୀ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିବା ପରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ୨୦୨୧-୨୩ ଫାଇନାଲର ନିକଟତର ହୋଇଛି। ଅଷ୍ଟ୍ରେଲିଆ ପଏଣ୍ଟ ପ୍ରତିଶତର ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତ ୨ୟ ସ୍ଥାନରେ ରହିଛି। ବର୍ତ୍ତମାନ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ

ସାରା ଜଗତକୁ ହସାଉଥିବା କମେଡିକିଙ୍ଗ କପିଲ କ’ଣ ନିଜ ସ୍ତ୍ରୀଙ୍କୁ ହସାଇ ପାରନ୍ତି କି?

ସାରା ଦୁନିଆର ଲୋକଙ୍କୁ ହସାଉଥିବା କମେଡିଆନ୍‌ କପିଲ୍‌ ଶର୍ମା ନିଜ ପତ୍ନୀ ଗିନିଙ୍କୁ କିନ୍ତୁ ସବୁବେଳେ ହସାଇ ପାରନ୍ତି ନାହିଁ। ଏମିତି ବି ସମୟ ଆସେ ଯେବେ କପିଲଙ୍କ ଉପରେ ରାଗି ଯାଆନ୍ତି ଗିନି। କମେଡି କିଙ୍ଗ୍‌ କପିଲ୍‌ଙ୍କର ଏପରି କିଛି ଗୁଣ ଅଛି ଯାହା ଗିନିଙ୍କୁ ପସନ୍ଦ ଆସେ ନାହିଁ। ତାପରେ