Odia News Portal

ଆସନ୍ତୁ ଜାଣିବା ହିମୋଗ୍ଲୋବିନ୍ କମିବା ଦ୍ୱାରା କେଉଁ ସମସ୍ୟା ହୋଇଥାଏ

ଶରୀରରେ ହିମୋଗ୍ଲୋବିନ୍ କମିବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ହାଲିଆ ଲାଗିଥାଏ, ଭୋଗ କମ୍ ଲାଗିବା ସହ ଅଧିକାଶଂ ସମୟରେ କିଛି କାମ କରିବା ପାଇଁ ମଧ୍ୟ ଇଛା ହୋଇ ନଥାଏ । ଏହି କୋଷଗୁଡ଼ିକ ଶରୀରରେ ଅମ୍ଳଜାନ ବହନ କରିଥାଏ । ଅମ୍ଳଜାନ ପରିବହନ ବ୍ୟତୀତ, ହିମୋଗ୍ଲୋବିନ୍ କାର୍ବନ

ବିବାହ ବିବାଦକୁ କେନ୍ଦ୍ରକରି ଏସିଡ ମାଡ କଲେ ଯୁବକ

ପାରିବାରିକ ବିବାଦକୁ ନେଇ ଏସିଡ ମାଡ କଲେ ଯୁବକ | ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁର ଗାଁର ଏସିଡ ମାଡ଼ରେ ଚାରିଜଣ ଗୁରୁତର ହୋଇପଡିଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ଦୁଇ

ବିଧାନସଭା ଅଧିବେଶନରେ ଭର୍ଚୁଆଲ ମୋଡକୁ ବିରୋଧ :ସର୍ବଦଳୀୟ ବୈଠକ ବର୍ଜନ କଲା ବିଜେପି

ବିଧାନସଭା ଅଧିବେଶନର ଭର୍ଚୁଆଲ ମୋଡକୁ ବିରୋଧ କରି ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି । ସମସ୍ତେ ଗୃହକୁ ଆସି ଭାଗନେବାକୁ ଦାବି କରିଛି ଦଳ । ପାର୍ଲାମେଣ୍ଟ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଭର୍ଚୁଆଲ ବ୍ୟବସ୍ଥା ନାହିଁ । ଓଡ଼ିଶା ବିଧାନସଭାରେ ଏଭଳି ବ୍ୟବସ୍ଥା କାହିଁକି ବୋଲି ସେ

ନିକ୍କି ହତ୍ୟା ମାମଲା : ସାହିଲର ବାପା ପୂର୍ବରୁ ହତ୍ୟା ମାମଲାରେ ଯାଇଛନ୍ତି ଜେଲ

ନିକ୍କି ହତ୍ୟା ମାମଲାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସାହିଲର ବାପା ୨୫ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ଜେଲ ଯାଇଥିବା ଜଣାପଡ଼ିଛି। ସାହିଲର ବାପା ବିରେନ୍ଦ୍ରଙ୍କ ବିରୋଧରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କୁହାଯାଉଛି ଯେ ସେ ୧୯୯୭ ମସିହାରେ ଏହି ଘଟଣାଇ ଥିଲେ।

ହଷ୍ଟେଲରେ ପରିବେଷିତ ହେଉଛି ଲୁହା ପରି ଟାଣ ପରାଠା, ଇଣ୍ଟରନେଟରେ ଭିଡିଓ ଭାଇରାଲ

ଯଦି ଆପଣ କେବେ ହଷ୍ଟେଲ୍‌ରେ ରହିଛନ୍ତି ତ ଆପଣଙ୍କର ଅନେକ ମିଠା ସ୍ମୃତି ରହିଥିବ। ନିଜ ବନ୍ଧୁଙ୍କ ସହ ବିତାଇଥିବା ସେ ଦିନ ସବୁ ମନେ ପଡ଼ିଲେ ଆଜି ବି ଆପଣଙ୍କୁ ଖୁସି ଲାଗୁଥିବ। ପରୀକ୍ଷାର ଏକ ଦିନ ପୂର୍ବରୁ ରାତି ଅନିଦ୍ରା ହୋଇ ପାଠ ପଢ଼ିବାରୁ ନେଇ ସାଙ୍ଗମାନଙ୍କ ସହ ଅନର୍ଗଳ ଗପ ସବୁ ଗୋଟାଏ

ଅର୍ଥନୈତିକ ସ୍ଥିତିରେ ସମସ୍ତଙ୍କୁ ପଛରେ ପକାଇବ ଭାରତ; ଡାଲିଓ

ଆମେରିକାର କୋଟିପତି ବ୍ୟବସାୟୀ ରେ ଡାଲିଓ ଭାରତୀୟ ଅର୍ଥନୀତିକୁ ବହୁତ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ସାରା ବିଶ୍ୱ ଚକିତ ଆଖିରେ ଭାରତର ଜିଡିପି ଅଭିବୃଦ୍ଧିକୁ ଚାହିଁବ ବୋଲି ସେ କହିଛନ୍ତି । ଓ୍ବର୍ଲ ଗଭର୍ଣ୍ଣମେଣ୍ଟ ସମିଟ୍ ୨୦୨୩ରେ ଆମେରିକାର କୋଟିପତି ରେ ଡାଲିଓ କହିଛନ୍ତି ଯେ ଭାରତର

୧୫ ତମ ଜାତୀୟ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ଓଡ଼ିଶାର କମାଲ

ଦିଲ୍ଲୀରେ ଅନୁଷ୍ଠିତ ୧୫ ତମ ଜାତୀୟ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ଓଡ଼ିଶାର କମାଲ । ଏହି ପ୍ରତିଯୋଗିତାରେ ଓଡିଶାକୁ ୬ ଟି ପଦକ ମିଳିଛି । ତେବେ ପଦକ ନେଇ ଓଡିଶା ଫେରିବା ପରେ ସଫଳ ପ୍ରତିଯୋଗୀଙ୍କୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ଭେଟି ଅଭିନନ୍ଦନ ଜଣାଇଛନ୍ତି । ଅନୁଷ୍ଠିତ ଜାତୀୟ କିକ

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଆଦିବାସୀ ମେଳା

ଆଜିଠୁ ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା । ରାଜଧାନୀବାସୀ ଦେଖିବାକୁ ପାଇବେ ଆଦିବାସୀ ଗାଁର ଝଲକ । ଗାଁ ପରିବେଶର ନିଚ୍ଛକ ଅବିକଳ ଚିତ୍ର ଦେଖିବା ସହ ଆଦିବାସୀମାନଙ୍କ ଦୈନନ୍ଦିନ ଜୀବନ ଓ ଜୀବିକା ମଧ୍ୟ ଦେଖିବାକୁ ମିଳିବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଝାଟି ମାଟି

ଦିଲ୍ଲୀ ରାସ୍ତାରେ ବାଇକ ଟ୍ୟାକ୍ସି ସେବା ଉପରେ ନିଷେଧାଦେଶ ଜାରି କଲା ଦିଲ୍ଲୀ ସରକାର

ଭଡ଼ା ବା ଅର୍ଥ ଗ୍ରହଣ କରି ବାଇକ୍‌ରେ ଯାତ୍ରୀ ପରିବହନ କରିବା ‘ମୋଟର୍‌ ଭେଇକ୍ଲ୍‌ ଆକ୍ଟ୍‌ ୧୯୮୮’ର ଉଲ୍ଲଂଘନ ବୋଲି ଦର୍ଶାଇ ଦିଲ୍ଲୀ ରାସ୍ତାରେ ପରିବହନ ବିଭାଗ ବ୍ୟାବସାୟିକ ବାଇକ୍‌ ଟ୍ୟାକ୍ସି ସେବା ଉପରେ ନିଷେଧାଦେଶ ଜାରି କରିଛି ବୋଲି ‘ଜି ନିଉଜ୍‌’ ରିପୋର୍ଟ କରିଛି। ଏହି ଆଇନ

ବିଧାନସଭା ବଜେଟ ଅଧିବେଶନ: ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ଦର୍ଶକ ଗ୍ୟାଲେରୀ

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଏଥର ଅଧିବେଶନରେ ବିଧାନସଭାର ସାଧାରଣ ଲୋକଙ୍କ ପାଇଁ ଦର୍ଶକ ଗ୍ୟାଲେରୀ ଖୋଲା ରହିବ । ସାମ୍ବାଦିକମାନେ ପ୍ରେସ