ଦ୍ୱିତୀୟ ଶ୍ରେଣୀ ଛାତ୍ରୀର ହୃଦୟସ୍ପର୍ଶୀ ଚିଠିର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ ମୋଦି
ବେଙ୍ଗାଲୁରୁରେ ଦ୍ୱିତୀୟ ଶ୍ରେଣୀରେ ପାଠପଢ଼ୁଥିବା ଜଣେ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛି। ଯେଉଁଥିରେ ସେ ମୋଦୀଙ୍କ ମା’ ହୀରାବେନଙ୍କ ମୃତ୍ୟୁ ପରେ ଶୋକ ବ୍ୟକ୍ତ କରିଛି। ମୋଦୀ ଛୋଟ ପିଲାର ଏହି ଚିଠିର ଉତ୍ତର ଦେଇଛନ୍ତି। ମୋଦୀଙ୍କ ଓ ଶିଶୁର ହୃଦୟସ୍ପର୍ଶୀ ଚିଠିର!-->…
