ମୋ ସହ କାମ କରିବା ଏତେ ସହଜ ନୁହେଁ; ସଂଜୟ ଲୀଲା ଭଂସାଲୀ
ସଞ୍ଜୟ ଲୀଲା ଭଂସାଲୀ ବଡ଼ ସେଟ୍, ମହଙ୍ଗା ଏବଂ ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ ପାଇଁ ବଲିଉଡରେ ଜଣାଶୁଣା। ବଡ଼ ପରଦାରେ ସଫଳତା ହାସଲ କରିବା ପରେ ସଞ୍ଜୟ ଲୀଲା ଭଂସାଲୀ ‘ହୀରାମଣ୍ଡି’ ସହିତ ଡିଜିଟାଲ ଡେବ୍ୟୁ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ‘ହୀରାମଣ୍ଡି’ର ପ୍ରଥମ ଲୁକ୍ ଫେବ୍ରୁଆରି ୧୮ରେ!-->…
