ହଂସିକାଙ୍କ ବୈବାହିକ ଜୀବନ ଉପରେ ବନିବକି ରିଆଲିଟି ଶୋ?
ଗତ ବର୍ଷ ଡିସେମ୍ବର ମାସରେ ଅଭିନେତ୍ରୀ ହଂସିକା ମୋଟଵାନି ଦୀର୍ଘ ଦିନର ପ୍ରେମିକ ସୋହେଲ କାଠୁରିଆଙ୍କୁ ବିବାହ କରିଥିଲେ। ଜୟପୁରର ମୁଣ୍ଡୋତା ଦୁର୍ଗରେ ବର୍ଣ୍ଣାଢ଼୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବା ପରେ ସେ ଘୋଷଣା କରିଥିଲେ ଯେ ତାଙ୍କ ସଂପୂର୍ଣ୍ଣ ବିବାହ ଏକ ରିଆଲିଟି ସୋ ବା ବାସ୍ତବଧର୍ମୀ!-->…
