ପୁଣି ଥରେ ଫେରିବେ ‘ହେରାଫେରି’ ଟ୍ରିଓ, କିଛି ନୂଆ ଅନ୍ଦାଜରେ
‘ହେରାଫେରି’ ଫିଲ୍ମରେ ଅଭିନୟ କରିଥିବା ଅକ୍ଷୟ କୁମାର, ପରେଶ ରାୱଲ୍ ଓ ସୁନୀଲ ସେଟ୍ଟୀଙ୍କୁ ଏକତ୍ର ଭାବି ଦେଲେ ବି ଦର୍ଶକଙ୍କ ମୁହଁରେ ହସ ଫୁଟିଯାଏ। ଏହି ୩ ଜଣଙ୍କ କେମେଷ୍ଟ୍ରି ସେ ସମୟରେ ଫିଲ୍ମଟିକୁ ପ୍ରତ୍ୟେକଙ୍କ ପ୍ରିୟ ବନାଇବାରେ ସମର୍ଥ ହୋଇଥିଲା। ଦର୍ଶକଙ୍କର ଆଶା ଥିଲା ଯେ ପୁଣି ଥରେ!-->…
